ରାଖୀ  ପୂର୍ଣ୍ଣିମା ପାଇଁ ବଜାରରେ ଜମିଲାଣି ରାଖୀ ବେପାର, ଟ୍ରେଣ୍ଡରେ ଚାଲିଛି ଭାଇ-ଭାଉଜ ରାଖୀ

ଟ୍ରେଣ୍ଡରେ ଭାଇ ଭାଉଜ ରାଖୀ। କମ୍ବୋ ପ୍ୟାକରେ ଏହା ମିଳୁଛି । ଭାଇ ସହ ଭାଉଜ ପାଇଁ କିଣି ନେଉଛନ୍ତି ରାଖୀ। ୨୦ ଟଙ୍କା ରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ  ରହିଛି ରାଖୀ। ଏଡି ଷ୍ଟୋନ୍‌, ୱାନ୍‌ ଗ୍ରାମ ଗୋଲ୍ଡ ରାଖୀ ସହ ନୂଆ ଡିଜାଇନର ରାଖୀ ମିଳୁଛି । ଛୋଟ ପିଲାଙ୍କ ପାଇଁ କଣ୍ଢେଇ ଓ କାର୍ଟୁନ୍ ରାଖୀ ବି ଉପଲବ୍ଧ ।

39

କନକ ବ୍ୟୁରୋ : ଦିନ କେଇଟା ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହର ଡୋରି ।  ସେଥିପାଇଁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବଜାରରେ ନାନା ରକମର ରାଖୀର ପସରା ମେଲିଛି ।  ସମୟ ବଦଳିବା ସହ ରାଖୀର ଡିଜାଇନ୍ ମଧ୍ୟ ବଦଳିଛି ।  ବିଭିନ୍ନ ପ୍ରକାର ରାଖୀ ବଜାରରେ ଉପଲବ୍ଧ ।

 ଟ୍ରେଣ୍ଡରେ ଭାଇ ଭାଉଜ ରାଖୀ। କମ୍ବୋ ପ୍ୟାକରେ ଏହା ମିଳୁଛି । ଭାଇ ସହ ଭାଉଜ ପାଇଁ କିଣି ନେଉଛନ୍ତି ରାଖୀ। ୨୦ ଟଙ୍କା ରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ  ରହିଛି ରାଖୀ। ଏଡି ଷ୍ଟୋନ୍‌, ୱାନ୍‌ ଗ୍ରାମ ଗୋଲ୍ଡ ରାଖୀ ସହ ନୂଆ ଡିଜାଇନର ରାଖୀ ମିଳୁଛି । ଛୋଟ ପିଲାଙ୍କ ପାଇଁ କଣ୍ଢେଇ ଓ କାର୍ଟୁନ୍ ରାଖୀ ବି ଉପଲବ୍ଧ । ରାଖୀ କିଣିବା ପାଇଁ ଦୋକାନରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଏପରିକି ରାଖୀରେ ଫଟୋ ବି ରହୁଛି, ଯାହା ଗ୍ରାହକଙ୍କୁ ବେଶ୍‌ ପସନ୍ଦ ବି ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe