ଚୌଦ୍ୱାର ଜେଲରେ କଏଦୀଙ୍କ ଆତ୍ମହତ୍ୟା । ଏକ ହତ୍ୟା ମାମଲାରେ ହୋଇଥିଲା ଆଜୀବନ କାରାଦଣ୍ଡ

ଆମ୍ବ ଗଛରେ ଗାମୁଛା ସାହାଯ୍ୟରେ ଝୁଲି ପଡ଼ି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ କଏଦୀ ହେଲେ ଟାଙ୍ଗୀ ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁର ବିଷ୍ଣୁ ପ୍ରସାଦ ସ୍ବାଇଁ ।

KþòþZòþZþþ

କନକ ବ୍ୟୁରୋ : ଜେଲରେ କଏଦୀଙ୍କ ଆତ୍ମହତ୍ୟା ଅଭିଯୋଗ। କଟକ ଚୌଦ୍ୱାର ଜେଲରେ ଆଜୀବନ ସଜା କାଟୁଥିବା ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆମ୍ବ ଗଛରେ ଗାମୁଛା ସାହାଯ୍ୟରେ ଝୁଲି ପଡ଼ି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ କଏଦୀ ହେଲେ ଟାଙ୍ଗୀ ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁର ବିଷ୍ଣୁ ପ୍ରସାଦ ସ୍ବାଇଁ । ସେ ଏକ ହତ୍ୟା ଘଟଣାରେ ଚୌଦ୍ବାର ଜେଲରେ ଆଜୀବନ ସଜା କାଟୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe