କିଛି ସମୟ ପରେ ଆସିବ ପିଏମ କିଷାନ ଟଙ୍କା : ୧୦ କୋଟି କୃଷକଙ୍କ ପାଖକୁ ପଠାଯିବ ୨୦ ହଜାର ୫୦୦ କୋଟି ଟଙ୍କା

ଚୋରା ମଦ ଭାଟି ଉପରେ ଚାଲିଲା ବୁଲଡୋଜର ।  ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗାଁରେ ଚୋରା ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଛି  । 

20

Photograph: (KANAKNEWS)

କନକବ୍ୟୁରୋ : ଚୋରା ମଦ ଭାଟି ଉପରେ ଚାଲିଲା ବୁଲଡୋଜର ।  ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗାଁରେ ଚୋରା ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଛି  ।  ଘଟଣାସ୍ଥଳରୁ ଭାଟି ଛାଡ଼ି ମଦ ମାଫିଆ ଫେରାର ହୋଇଯାଇଛନ୍ତି ।  ଆଠଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଆଠଗଡ଼ ଡିଏସପି, ଆଇଆଇସି,  ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ସମେତ ଏକ ପ୍ଲାଟୁନ ଫୋର୍ସ ଚଢ଼ାଉରେ ସାମିଲ ହୋଇଛନ୍ତି  ।  ଦୀର୍ଘ ଦିନ ଧରି ଏହି ଗାଁରେ ଚୋରା ଦେଶୀ ମଦ ରନ୍ଧା ହୋଇ ଓଡିଶାର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା  ।   ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି   ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe