ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଜାଲ ନିଯୁକ୍ତି ମାମଲା, ତଦନ୍ତରେ ଶିଥିଳତା ନେଇ କେନ୍ଦ୍ରାପଡ଼ା ଏସପିଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଜାଲ ନିଯୁକ୍ତି ମାମଲାରେ ତଦନ୍ତର ଶୀତଳତା ନେଇ କେନ୍ଦ୍ରାପଡ଼ା ଏସପିଙ୍କୁ ହାଇକୋର୍ଟଙ୍କ ଜବାବ୍ ତଲବ। କଣ ପାଇଁ ଦୁଇବର୍ଷ ହେଲା ତଦନ୍ତ ସରୁନି କଲେ ପ୍ରଶ୍ନ ।

39

କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଜାଲ ନିଯୁକ୍ତି ମାମଲାରେ ତଦନ୍ତର ଶୀତଳତା ନେଇ କେନ୍ଦ୍ରାପଡ଼ା ଏସପିଙ୍କୁ ହାଇକୋର୍ଟଙ୍କ ଜବାବ୍ ତଲବ। କଣ ପାଇଁ ଦୁଇବର୍ଷ ହେଲା ତଦନ୍ତ ସରୁନି କଲେ ପ୍ରଶ୍ନ । କର୍ତ୍ତବ୍ୟରେ ଅବହେଳା ପାଇଁ କାହିଁକି ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନିଆନଯିବ ପ୍ରଶ୍ନ ଉଠାଇଛନ୍ତି ଉଚ୍ଚ ନ୍ୟାୟାଳୟ। କୋର୍ଟଙ୍କ ଆଦେଶକୁ କାହିଁକି ଏଡାଇଯାଉଛ କେନ୍ଦ୍ରାପଡ଼ା ଏସପି ଙ୍କୁ ସତ୍ୟପାଠ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe