ଝାରସୁଗୁଡାରେ ଓପିଜିସି କର୍ମଚାରୀ ସାଧାରଣ ବୈଠକ : ସଂଘର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ

Advertisment

ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି ଓପିଜିସି କର୍ମଚାରୀ ଓ ଅଧିକାରୀ ସଂଘରର ସାଧାରଣ ବୈଠକ। ଓପିଜିସି କର୍ମଚାରୀ ଓ ଅଧିକାରୀ ସଂଘର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଶକ୍ତି ସଚିବ ବିଶାଳ ଦେବ, ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଓପିଜିସି ଅଧିକାରୀ ସଂଘର ସଭାପତି ଧନଞ୍ଜୟ ପ୍ରଧାନ ଉପସ୍ଥିତ ଥିଲେ।

l

କନକବ୍ୟୁରୋ : ଝାରସୁଗୁଡ଼ାରେ ଅନୁଷ୍ଠିତ ହୋଇଯାଇଛି ଓପିଜିସି କର୍ମଚାରୀ ଓ ଅଧିକାରୀ ସଂଘରର ସାଧାରଣ ବୈଠକ। ଓପିଜିସି କର୍ମଚାରୀ ଓ ଅଧିକାରୀ ସଂଘର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଶକ୍ତି ସଚିବ ବିଶାଳ ଦେବ, ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଓପିଜିସି ଅଧିକାରୀ ସଂଘର ସଭାପତି ଧନଞ୍ଜୟ ପ୍ରଧାନ ଉପସ୍ଥିତ ଥିଲେ । ଏହି ଅବସରରେ କର୍ମଚାରୀଙ୍କ ଉତ୍ସାହ ବଢ଼ାଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । 

ଓଡ଼ିଶାରେ ଏତେ ବଡ଼ ରାଜନୈତିକ ପରିବର୍ତ୍ତନ ହେବ ବୋଲି କେହି ଭାବିନଥିଲେ  । ତେବେ ଓପିଜିସି କ୍ଷେତ୍ରରେ ବି ଏହି ପରିବର୍ତ୍ତନର ପ୍ରଭାବ ପଡୁ ଏବଂ ଏଠାକାର କର୍ମଚାରୀ ପରିବର୍ତ୍ତନକୁ ଅନୁଭବ କରନ୍ତୁ ବୋଲି ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି । ଜଗନ୍ନାଥଙ୍କ ପରେ ଓପିଜିସି ହେଉଛି ଓଡ଼ିଆ ଅସ୍ମିତାର ଏକ ବଡ଼ ପ୍ରମାଣ ଯେଉଁମାନେ ୧ ଓ ୨ ନଂ ୟୁନିଟ୍ ପ୍ରତିଷ୍ଠା କରିଥିଲେ ସେମାନଙ୍କ ପରବର୍ତ୍ତୀ ଚାକିରି ଜୀବନ ପାଇଁ ସରକାର କିଛି କରିପାରିଲେ ଖୁସି ହେବୁ ବୋଲି ଅନୁରୋଧ କରିଥିଲେ ସୌମ୍ୟରଞ୍ଜନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe