ବାରବାଟୀ ଦିନିକିଆ ପାଇଁ ଫେବ୍ରୁଆରୀ ୨ରୁ ଟିକେଟ୍ ବିକ୍ରି । ପ୍ରଥମ ଅନଲାଇନରେ ମିଳିବ ଟିକେଟ ।

Advertisment

ପ୍ରଥମ ଅନଲାଇନରେ ମିଳିବ ଟିକେଟ । ୫ ଓ ୬ରେ କାଉଣ୍ଟରରେ ଟିକେଟ୍ ବିକ୍ରି । ଫେବ୍ରୁଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ।

ପ୍ରଥମ ଅନଲାଇନରେ ମିଳିବ ଟିକେଟ । ୫ ଓ ୬ରେ କାଉଣ୍ଟରରେ ଟିକେଟ୍ ବିକ୍ରି । ଫେବ୍ରୁଆରୀ ୯ ତାରିଖରେ ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍ ।

ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍

Photograph: (kanaknews)

କନକ ବ୍ୟୁରୋ : ବାରବାଟୀ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଫେବୃଆରୀ ୨ରୁ ଆରମ୍ଭ ହେବ ଟିକେଟ୍ ବିକ୍ରି। ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ୍ ବିକ୍ରି ହେବ। ଫେବୃଆରୀ ୨ ତାରିଖରେ ଅନଲାଇନ ଟିକେଟ୍ ବିକ୍ରି ହେବ। ସେହିପରି ୬ ଓ ୭ ତାରିଖରେ ଅଫଲାଇନରେ ଅର୍ଥାତ୍ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ ।

କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ କଟକ ଓସିଏ କାର୍ଯ୍ୟାଳୟରେ ଏନେଇ ବୈଠକ ଆରମ୍ଭ ହୋଇଛି । ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe