ବାଲିଯାତ୍ରାରେ ଭାରତ ମସଲାର ୬ଷ୍ଠ ଦିବସରେ ଲକି ଡ୍ର । ୪ ଭାଗ୍ୟଶାଳୀ ବିଜେତା ଜିତିଲେ ପୁରସ୍କାର

Advertisment

ଭାଗ୍ୟଶାଳୀ ପ୍ରଥମ ବିଜେତା ହେଲେ ଜଗତପୁର ପଦ୍ମପୁର ଅଞ୍ଚଳର ସେକ ଅଜିମ୍  ଅହମ୍ମଦ ଯିଏକି ପୁରସ୍କାର ସ୍ୱରୂପ ମାଇକ୍ରୋ ଓଭାନ, ଦ୍ଵିତୀୟ  ହେଲେ ଜଗତସିଂପୁର ବରାମ ଅଞ୍ଚଳର ଧ୍ୟାନ ଚନ୍ଦ୍ର ବେହେରା   ଯିଏକି ରେସିଂ ବାଇ ସାଇକେଲ, ତୃତୀୟ ବିଜେତା  ହେଲେ ଭୁବନେଶ୍ଵର  ସମ୍ ହସ୍ପିଟାଲର ଜିତେନ୍ଦ୍ର ପରିଡ଼ା ଯିଏକି ବାଉଲ୍ ସେଟ୍ , ଚତୁର୍ଥ ବିଜେତା ଭାବେ  କଟକର ତିନିକୋଣିଆ ବଗିଚାର ସୁରେନ୍ଦ୍ର କୁମାର ସେଠ ଯିଏକି ଫ୍ରାୟିଂ ପାନ୍  ପାଇ ନିଜ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

GTGTRGRTG

କନକ ବ୍ୟୁରୋ : ଭାରତ ମସଲା ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ହୋଇଥିବା ଲକି ଡ୍ର ର ପଞ୍ଚମ ଦିବସର ଭାଗ୍ୟଶାଳୀ ବିଜେତା ମାନଙ୍କର ନା ଘୋଷଣା ହୋଇଛି । ଭାଗ୍ୟଶାଳୀ ପ୍ରଥମ ବିଜେତା ହେଲେ ଜଗତପୁର ପଦ୍ମପୁର ଅଞ୍ଚଳର ସେକ ଅଜିମ୍  ଅହମ୍ମଦ ଯିଏକି ପୁରସ୍କାର ସ୍ୱରୂପ ମାଇକ୍ରୋ ଓଭାନ, ଦ୍ଵିତୀୟ  ହେଲେ ଜଗତସିଂପୁର ବରାମ ଅଞ୍ଚଳର ଧ୍ୟାନ ଚନ୍ଦ୍ର ବେହେରା   ଯିଏକି ରେସିଂ ବାଇ ସାଇକେଲ, ତୃତୀୟ ବିଜେତା  ହେଲେ ଭୁବନେଶ୍ଵର  ସମ୍ ହସ୍ପିଟାଲର ଜିତେନ୍ଦ୍ର ପରିଡ଼ା ଯିଏକି ବାଉଲ୍ ସେଟ୍ , ଚତୁର୍ଥ ବିଜେତା ଭାବେ  କଟକର ତିନିକୋଣିଆ ବଗିଚାର ସୁରେନ୍ଦ୍ର କୁମାର ସେଠ ଯିଏକି ଫ୍ରାୟିଂ ପାନ୍  ପାଇ ନିଜ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଆଜିର ଏହି ଲକି ଡ୍ର ବିଜେତା ମାନଙ୍କୁ  ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଦିବ୍ୟାଲୋଚନ ମହାନ୍ତ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା , ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ସମାଜ ସେବୀ ପ୍ରଫୁଲ୍ଲ କୁମାର ସିଂ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ  ଲକି ବିଜେତା ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ  ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ,ଦିଗନ୍ତ କୁମାର ପଣ୍ଡା,ଆଶୁତୋଷ ପଣ୍ଡା, ଜିଏମ୍ ଅପରେସନ ଅରୁଣ କୁମାର ନାୟକ, ଜୀଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ, ପିଆରଓ ଏସଏନ ମିଲେନିୟମ ଙ୍କ ସମେତ ଭାରତ ମସଲା କମ୍ପାନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe