ଆମେରିକା ୱାସିଂଟନ୍‌ ଡିସିରେ ବଡ଼ ବିମାନ ଦୁର୍ଘଟଣା: ମଝି ଆକାଶରେ କମର୍ସିଆଲ ପ୍ଲେନକୁ ଧକ୍କା ଦେଲା ମିଲିଟାରୀ ହେଲିକପ୍ଟର

Advertisment

ଆମେରିକା ୱାସିଂଟନ ଡିସିରେ ବଡ଼ ବିମାନ ଦୁର୍ଘଟଣା। ମଝି ଆକାଶରେ କମର୍ସିଆଲ ବିମାନକୁ ଧକ୍କା ଦେଲା ଆର୍ମି ହେଲିକପ୍ଟର। ଧକ୍କା ଦେବା ପରେ ଉଭୟ ହେଲିକପ୍ଟର ଓ ବିମାନ ଦୁର୍ଘଟଣାଗସ୍ତ ହୋଇ ପୋଟୋମାକ୍‌ ନଦୀକୁ ଖସି ପଡିଛି। ଆମେରିକାର ରୋନାଲ୍ଡ ରେଗନ୍‌ ଏୟାରପୋର୍ଟ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି।

29 plane crash

Photograph: (kanak news)

କନକ ବ୍ୟୁରୋ: ଆମେରିକା ୱାସିଂଟନ ଡିସିରେ ବଡ଼ ବିମାନ ଦୁର୍ଘଟଣା। ମଝି ଆକାଶରେ କମର୍ସିଆଲ ବିମାନକୁ ଧକ୍କା ଦେଲା ଆର୍ମି ହେଲିକପ୍ଟର। ଧକ୍କା ଦେବା ପରେ ଉଭୟ ହେଲିକପ୍ଟର ଓ ବିମାନ ଦୁର୍ଘଟଣାଗସ୍ତ ହୋଇ ପୋଟୋମାକ୍‌ ନଦୀକୁ ଖସି ପଡିଛି। ଆମେରିକାର ରୋନାଲ୍ଡ ରେଗନ୍‌ ଏୟାରପୋର୍ଟ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି। ବର୍ତ୍ତମାନ ଅନ୍ୟ ସବୁ ବିମାନ ଗୁଡିକର ଉଡାଣ ଓ ଅବତରଣ ଗୁଡିକୁ ରଦ୍ଦ କରାଯାଇଛି। ଦୁର୍ଘଟଣା ପରେ ପୋଟୋମାକ୍ ନଦୀରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କରମର୍ସିଆଲ ବିମାନରେ ୭୦ ଜଣ ଯାତ୍ରୀଙ୍କ ବସିବା କ୍ଷମତା ଥିବାବେଳେ ଏଥିରେ ପାଖାପାଖି ୬୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମବିଭାଗର ଉଦ୍ଧାରକାର୍ୟ୍ୟ ଜାରି ରଖିଛି। ନ୍ୟାସନାଲ ଟ୍ରାନ୍ସପୋଟେସନ୍ ସେଫ୍ଟି ବୋର୍ଡ ଏବଂ ଫେଡରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe