ମହାକାଳ ମନ୍ଦିରରେ ବଡ଼ ଅଘଟଣ :ଭୁଷୁଡ଼ି ପଡ଼ିଲା ମନ୍ଦିରର କାନ୍ଥ,୨ମୃତ୍ୟୁ

Advertisment

ଉଜ୍ଜୟନୀ ମହାକାଳ ମନ୍ଦିରରେ ବଡ଼ ଅଘଟଣ । ଉଜ୍ଜୟିନୀର ମହାକାଳ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ୪ ନମ୍ବର ଗେଟ୍ ନିକଟରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ତଳେ ଦବି ଯାଇଥିଲେ

ଉଜ୍ଜୟନୀ ମହାକାଳ ମନ୍ଦିରରେ ବଡ଼ ଅଘଟଣ । ଉଜ୍ଜୟିନୀର ମହାକାଳ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ୪ ନମ୍ବର ଗେଟ୍ ନିକଟରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ତଳେ ଦବି ଯାଇଥିଲେ

reels

କନକବ୍ୟୁରୋ: ଉଜ୍ଜୟନୀ ମହାକାଳ ମନ୍ଦିରରେ ବଡ଼ ଅଘଟଣ ।  ଉଜ୍ଜୟିନୀର ମହାକାଳ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ୪ ନମ୍ବର ଗେଟ୍ ନିକଟରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ତଳେ ଦବି ଯାଇଥିଲେ ।  

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆହତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାରକାରୀ ଦଳ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରିଲିଫ ଓ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଉଜ୍ଜୟିନୀରେ ଏବେ ବି ଲଗାଣ ପ୍ରବଳ ବର୍ଷା ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe