ଖଲ୍ଲିକୋଟରେ ମାତିଛନ୍ତି ଲୁଟେରା, ମନ୍ଦିରରେ ବୁଲାଇଲେ କଳାକନା

ହୁଣ୍ଡି ଭାଙ୍ଗି ଚୋରି କରିନେଲେ ଲକ୍ଷାଧିକ ଟଙ୍କା ।

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ Photograph: (KanakNews)

କନକ ବ୍ୟୁରୋ:   ଗଞ୍ଜାମ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ଗାଁ ମନ୍ଦିରରୁ ଚୋରି ହୋଇଛି  । ମନ୍ଦିରର ବିଭିନ୍ନ ଘରର ତାଲା ବିଭିନ୍ନ ସାମଗ୍ରୀ ଚୋରାଇ ନେଇଛନ୍ତି ଦୁର୍ବୃତ । ମନ୍ଦିରଟି ୧୬ ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ବେଳେ ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି  । ସକାଳୁ ମନ୍ଦିର ପୂଜାରୀ ଆସିବା ପରେ ଚୋରି ହୋଇଥିବା ଦେଖିବାକୁ ପାଇଛନ୍ତି । କେବଳ ମନ୍ଦିର ନୁହେଁ ଗାଁରେ ଥିବା ଏକ ଚା ଦୋକାନରୁ ମଧ୍ୟ ଲୁଟ୍ କରିଛନ୍ତି ଦୁର୍ବୃତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe