csc
କନକ ବ୍ୟୁରୋ: ନୂଆ ବର୍ଷର ପ୍ରଥମ ଦିନରେ ଜଗାଦର୍ଶନ ସାରି ଫେରୁଥିବା ବେଳେ ପ୍ରବଳ ଭିଡ଼। ବିଶେଷକରି ପିପିଲି ଟୋଲ ପ୍ଲାଜା ନିକଟରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପ୍ରବଳ ଭିଡ଼କୁ ଦେଖି ଟୋଲ ଗେଟ୍ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି। ଗାଡ଼ି ଗୁଡ଼ିକର ଲମ୍ବା ଲାଇନ୍ ଲାଗିଛି। ଯେଉଁଥି ପାଇଁ ଯାତ୍ରୀଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଛି।
Follow Us