କନକ ବ୍ୟୁରୋ: ଅସ୍ତ୍ରବିରତି ପରେ ସୀମାରେ ଫେରିଛି ଶାନ୍ତି । ଆଜି ମଧ୍ୟାହ୍ନ ୧୨ଟାରେ ପାକିସ୍ତାନ ସହ ଡିଜିଏମ୍ଓ ସ୍ତରୀୟ ବୈଠକ । ଭାରତ-ପାକ୍ ଆଲୋଚନାରେ ଭାଗନେବେନି କୌଣସି ତୃତୀୟ ଦେଶ । ସେପଟେ ୪ ଦିନ ଯୁଦ୍ଧରେ ପାକିସ୍ତାନର ବ୍ୟାପକ କ୍ଷତି ନେଇ ପ୍ରମାଣ ଦେଲା ଭାରତୀୟ ସେନା ।
-
May 12, 2025 08:59 IST
ଆଜି ମଧ୍ୟାହ୍ନ ୧୨ଟାରେ ପାକିସ୍ତାନ ସହ ଡିଜିଏମ୍ଓ ସ୍ତରୀୟ ବୈଠକ, ଭାରତ-ପାକ୍ ଆଲୋଚନାରେ ଭାଗନେବେନି କୌଣସି ତୃତୀୟ ଦେଶ
ଅସ୍ତ୍ରବିରତି ପରେ ସୀମାରେ ଫେରିଛି ଶାନ୍ତି । ଆଜି ମଧ୍ୟାହ୍ନ ୧୨ଟାରେ ପାକିସ୍ତାନ ସହ ଡିଜିଏମ୍ଓ ସ୍ତରୀୟ ବୈଠକ । ଭାରତ-ପାକ୍ ଆଲୋଚନାରେ ଭାଗନେବେନି କୌଣସି ତୃତୀୟ ଦେଶ । ସେପଟେ ୪ ଦିନ ଯୁଦ୍ଧରେ ପାକିସ୍ତାନର ବ୍ୟାପକ କ୍ଷତି ନେଇ ପ୍ରମାଣ ଦେଲା ଭାରତୀୟ ସେନା ।
-
May 11, 2025 12:56 IST
ଅପରେସନ ସିନ୍ଦୂର ଜାରି
#ଅପରେସନ_ସିନ୍ଦୂର_ଜାରି
— Kanak News (@kanak_news) May 11, 2025
‘ଅପରେସନ ସିନ୍ଦୂର’ ନେଇ ଭାରତୀୟ ବାୟୁସେନାର ବଡ଼ ବୟାନ । କହିଲେ , ଅପରେସନର ଲକ୍ଷ୍ୟ ପୂରଣ ହୋଇଛି । ମିଛ , ଗୁଜବ ଖବର ଠାରୁ ଦୂରେଇ ରୁହନ୍ତୁ । ଆଗକୁ ଅପରେସନ ନେଇ ବିସ୍ତୃତ ସୂଚନା ଦିଆଯିବ #KanakNews #OperationSindoor #IndianAirForce pic.twitter.com/XKCvNpY1aq -
May 11, 2025 12:43 IST
ତିନି ସେନାମୁଖ୍ୟଙ୍କ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ବସିଲା ଉଚ୍ଚସ୍ତରୀୟ ବୈଠକ । ଅସ୍ତ୍ରବିରତି ପରେ ତିନି ସେନାମୁଖ୍ୟଙ୍କ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ସିଡିଏସ୍ ଅନୀଲ ଚୌହ୍ୱାନ ବି ଉପସ୍ଥିତ ରହିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବି ଏହି ବୈଠକରେ ଯୋଗ ଦେଇଛନ୍ତି ।
-
May 10, 2025 16:41 IST
ସବୁ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ
ସବୁ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ
— Kanak News (@kanak_news) May 10, 2025
ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
ପୁଲିସ କମିସନରଙ୍କ ନିର୍ଦ୍ଦେଶନାମା#OperationSindoor #PakArmy #Pakistan #IndiaPakistanWar #IndianArmy #Odisha #KanakNews pic.twitter.com/ygyeAnlpi6 -
May 10, 2025 16:29 IST
ଯୁଦ୍ଧ ସମ୍ବନ୍ଧିତ ଖବର ପ୍ରସାରଣ ସମୟରେ ବାଜିପାରିବ ନାହିଁ ସାଇରନ
ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନୂଆ କଟକଣା । ଯୁଦ୍ଧ ସମ୍ବନ୍ଧିତ ଖବର ପ୍ରସାରଣ ସମୟରେ ବାଜିପାରିବ ନାହିଁ ସାଇରନ । ଏୟାର ରେଡ୍ ସାଇରନ୍ ବଜାଇବା ପାଇଁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।
-
May 10, 2025 13:35 IST
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ
— Kanak News (@kanak_news) May 10, 2025
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ
ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା
ବୈଠକରେ ସିଡିଏସ୍ ଅନୀଲ ଚୌହ୍ୱାନ ବି ଉପସ୍ଥିତ #OperationSindoor #KanakNews #BigBreaking #Pakistan #India pic.twitter.com/FShKixPuRA -
May 10, 2025 09:02 IST
ପାକିସ୍ତାନର ୩ ଏୟାରବେସ୍ ଧ୍ବଂସ, ପାକିସ୍ତାନ ଉପରେ ଭାରତର ବଡ଼ ଆକ୍ରମଣ
ପାକିସ୍ତାନର ୩ ଏୟାରବେସ୍ ଧ୍ବଂସ, ପାକିସ୍ତାନ ଉପରେ ଭାରତର ବଡ଼ ଆକ୍ରମଣhttps://kanaknews.com/news/destruction-of-3-airbases-in-pakistan-9053581
Photograph: (kanak news) -
May 10, 2025 08:57 IST
ପାକିସ୍ତାନ ସେନାରେ ଚାଇନା ମିସାଇଲ, ଆକାଶରେ ନଷ୍ଟ କରୁଛି ଭାରତ
-
May 10, 2025 08:56 IST
ଆତଙ୍କୀ ପୋଷୁଥିବା ପାକିସ୍ତାନକୁ ଆଇଏମଏଫର ସହାୟତା : ଭାରତର ବିରୋଧ ସତ୍ତ୍ବେ ୮ହଜାର ୫୦୦ କୋଟି ଟଙ୍କାର ଅନୁମୋଦନ
ଆତଙ୍କୀ ପୋଷୁଥିବା ପାକିସ୍ତାନକୁ ଆଇଏମଏଫର ସହାୟତା : ଭାରତର ବିରୋଧ ସତ୍ତ୍ବେ ୮ହଜାର ୫୦୦ କୋଟି ଟଙ୍କାର ଅନୁମୋଦନ https://kanaknews.com/news/pakistan-seeks-help-from-the-imf-9053593
Photograph: (kanak news) -
May 10, 2025 08:54 IST
ରାଜଧାନୀ ଦିଲ୍ଲୀକୁ ଟାର୍ଗେଟ୍ କରିଥିଲା ପାକିସ୍ତାନ : ଇରାନ ନିର୍ମିତ ଫତେହ ମିସାଇଲକୁ ଖସାଇଲା ଭାରତ
-
May 10, 2025 06:30 IST
ପାକ୍ ଛାତିରେ ଭାରତ ଭୟ
ପାକ୍ ଛାତିରେ ଭାରତ ଭୟ । ପାକିସ୍ତାନରେ ବଡ଼ ଆକ୍ରମଣ ଦେଖି ଭୟରେ ଘର ଛାଡ଼ୁଛନ୍ତି ଲୋକେ ।#OperationSindoor #KanakNews #BigBreaking #Pakistan pic.twitter.com/kPTIBAKKVX
— Kanak News (@kanak_news) May 10, 2025 -
May 10, 2025 06:13 IST
ପାକିସ୍ତାନରେ ୩ଟି ବଡ଼ ବିସ୍ଫୋରଣ
ପାକିସ୍ତାନରେ ୩ଟି ବଡ଼ ବିସ୍ଫୋରଣ, ଦେଖନ୍ତୁ କେଉଁଠି କେଉଁଠି ଭାରତ କଲା ହମଲା । #OperationSindoor #KanakNews #BigBreaking #Pakistan pic.twitter.com/hYSZ2wUzfO
— Kanak News (@kanak_news) May 10, 2025 -
May 10, 2025 06:12 IST
ଭାରତ ଉପରକୁ ଫତେହ-୧ ମିସାଇଲ୍ ମାଡ଼ କଲା ପାକ୍ ।
ଭାରତ ଉପରକୁ ଫତେହ-୧ ମିସାଇଲ୍ ମାଡ଼ କଲା ପାକ୍ ।#OperationSindoor #KanakNews #BigBreaking #Pakistan pic.twitter.com/GqGcB0aoPP
— Kanak News (@kanak_news) May 10, 2025 -
May 10, 2025 05:41 IST
ରାୱଲପିଣ୍ଡିରେ ବଡ଼ ବିସ୍ଫୋରଣ
ରାୱଲପିଣ୍ଡିରେ ବଡ଼ ବିସ୍ଫୋରଣ । ଉଡ଼ିଗଲା ପାକ୍ ଏୟାରବେସ୍ ।#OperationSindoor #KanakNews #BigBreaking #Pakistan pic.twitter.com/4zXcU2gZ46
— Kanak News (@kanak_news) May 10, 2025 -
May 10, 2025 01:28 IST
ଭାରତର ପାଲଟା ଆକ୍ରମଣ
#ବଡ଼_ଅପଡେଟ୍
— Kanak News (@kanak_news) May 9, 2025
ଭାରତର ପାଲଟା ଆକ୍ରମଣ, ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଭାରତ ପକ୍ଷରୁ ଜୋରଦାର ଆକ୍ରମଣ ସୂଚନା । #OperationSindoor #KanakNews #BigBreaking #Pakistan pic.twitter.com/uW6yymic0I -
May 10, 2025 01:01 IST
ଭାରତର ସୁରକ୍ଷା ଚକ୍ର, ଭେଦିବା ଶତ୍ରୁ ପାଇଁ ନୁହେଁ ସହଜ ।
ଭାରତର ସୁରକ୍ଷା ଚକ୍ର, ଭେଦିବା ଶତ୍ରୁ ପାଇଁ ନୁହେଁ ସହଜ ।#OperationSindoor #KanakNews #BigBreaking #Pakistan pic.twitter.com/M67m7VGogW
— Kanak News (@kanak_news) May 9, 2025 -
May 10, 2025 00:50 IST
ପାକିସ୍ତାନର ୧୦୦ ଡ୍ରୋନ୍ ନଷ୍ଟ କଲା ଭାରତ
#୧୦୦_ଡ୍ରୋନ୍_ଖସାଇଲା_ଭାରତ
— Kanak News (@kanak_news) May 9, 2025
ପାକିସ୍ତାନର ୧୦୦ ଡ୍ରୋନ୍ ନଷ୍ଟ କଲା ଭାରତ । ପାକ୍ ଆକ୍ରମଣ ଉଦ୍ୟମକୁ ପଣ୍ଡ କଲେ ଭାରତୀୟ ସେନା ।#OperationSindoor #KanakNews #BigBreaking #Pakistan pic.twitter.com/j5LmYtwP8O -
May 09, 2025 16:59 IST
ପାକିସ୍ତାନର ଗର୍ବ ଭାଙ୍ଗୁନି , ଏପଟେ ଲୁହ ବୁହାଇ କହିଲେଣି ମେହବୁବା ମୁଫତି – ‘ ରୋକିଦିଅ ଯୁଦ୍ଧ , ନିଜେ ବଞ୍ଚ ଏବଂ ବଞ୍ଚିବାକୁ ଦିଅ’
ମେହବୁବା ମୁଫତି କହିଛନ୍ତି , ‘ଭାରତ ଉନ୍ନତିର ସିଡ଼ି ଚଢୁଥିବା ବେଳେ ପାକିସ୍ତାନ ଆର୍ଥିକ ରୂପରେ ପଛକୁ ପଛ ଚାଲିଛି । ଦୁଇ ଦେଶକୁ ବିନାଶ ଆଡ଼କୁ ଯିବା ବନ୍ଦ କରିବା ଦରକାର । ଜମ୍ମୁ-କାଶ୍ମୀରର ଲୋକ ଖାସ୍ କରି ସୀମାବର୍ତ୍ତୀ ଅଞ୍ଚଳର ଲୋକ ପ୍ରତିଦିନ ସଂଘର୍ଷ କରୁଛନ୍ତି ।’
-
May 09, 2025 16:58 IST
ସବୁ ରାଜ୍ୟକୁ ଗୃହ ମନ୍ତ୍ରାଳୟର ଚିଠି;ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ
ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି । ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ,ଆବଶ୍ୟକସ୍ଥଳେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରୁହ । ଯୁଦ୍ଧ ସ୍ଥିତିକୁ ନଜଜରେ ରଖି ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
-
May 09, 2025 14:31 IST
ସବୁ ସେନାଧିକାରୀଙ୍କ ଛୁଟି ବାତିଲ ; ଛୁଟିରେ ଥିଲେ ତୁରନ୍ତ ଯୋଗ ଦେବେ
କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଆସିଲା ବଡ ନିର୍ଦ୍ଦେଶନାମା । ସବୁ ସେନାଧିକାରୀଙ୍କ ଛୁଟି ବାତିଲ । ଯେକୌଣସି କାରଣରୁ ଛୁଟିରେ ଥିଲେ ବି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଲେ ସରକାର । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।
-
May 09, 2025 14:30 IST
ପାକ୍ ସାଂସଦ କହିଲେ, ମୋଦୀଙ୍କ ନାଁ ନେବାକୁ ଡ଼ର ଲାଗୁଛି: ଆମ ପ୍ରଧାନମନ୍ତ୍ରୀ ଜଣେ କାପୁରୁଷ
ଭାରତ-ପାକିସ୍ତାନ ତିକ୍ତତା ମଧ୍ୟରେ ଏଲଓସିରେ ଲଗାତାର ଜାରି ରହିଛି ଗୁଳି ବର୍ଷା । ପାକ୍ ସେନା ଲଗାତାର ଭାରତୀୟ ଗାଁମାନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା । ଭାରତର ଆକ୍ରମଣରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଥରହର ।
-
May 09, 2025 11:21 IST
୭ ଆତଙ୍କବାଦୀ ନିପାତ
୭ ଆତଙ୍କବାଦୀ ନିପାତ
#୭_ଆତଙ୍କବାଦୀ_ନିପାତ ଅନୁପ୍ରବେଶ ଉଦ୍ୟମ ବେଳେ ଗୁଳିମାଡ଼,୭ ପାକିସ୍ତାନୀ ଆତଙ୍କବାଦୀ ସେନା ଦ୍ୱାରା ନିପାତ । #OperationSindhoor #PakArmy #Pakistan #IndiaPakistanWar #IndianArmy #Odisha #KanakNews
Posted by Kanak News on Thursday, May 8, 2025 -
May 09, 2025 11:19 IST
ଉତ୍ତରାଖଣ୍ଡରେ ହାଇଆଲର୍ଟ ଜାରି,ଡାକ୍ତର ଓ ନର୍ସଙ୍କ ଛୁଟି ବାତିଲ
ଉତ୍ତରାଖଣ୍ଡରେ ହାଇଆଲର୍ଟ ଜାରି,ଡାକ୍ତର ଓ ନର୍ସଙ୍କ ଛୁଟି ବାତିଲ । #OperationSindhoor #PakArmy #Pakistan #IndiaPakistanWar #IndianArmy #Odisha #KanakNews
Posted by Kanak News on Thursday, May 8, 2025 -
May 09, 2025 09:34 IST
ରାବଣର ଲଙ୍କା ପରି ଆଜି ପାକିସ୍ତାନ ଜଳୁଛି : ଭାରତ ମା' ପାଦ ତଳେ ଶତ୍ରୁର ଶବ
Photograph: (kanak news) https://kanaknews.com/news/today-pakistan-is-burning-like-ravanas-lanka-9050273
-
May 09, 2025 09:32 IST
କିଛି ସମୟରେ ବଡ଼ ବୈଠକ
-
May 09, 2025 08:25 IST
ପାକ୍ ସେନାର ନିଦ ହଜାଇଲା ବଲୁଚ ଆର୍ମି
-
May 09, 2025 08:24 IST
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବସିବ ବୈଠକ
-
May 09, 2025 07:28 IST
ଉସୁକାଇ ଫସିଗଲା ପାକିସ୍ତାନ; ଘରେ ପଶି ମାରିଲା ଭାରତୀୟ ସେନା
ଉସୁକାଇ ଫସିଗଲା ପାକିସ୍ତାନ; ଘରେ ପଶି ମାରିଲା ଭାରତୀୟ ସେନା#OperationSindhoor #PakArmy #Pakistan #IndiaPakistanWar #IndianArmy #Odisha #KanakNews https://t.co/HY6DEnxg1V
— Kanak News (@kanak_news) May 9, 2025 -
May 09, 2025 07:22 IST
ଭାରତକୁ ଆମେ ରୋକି ପାରିବୁ ନାହିଁ: ଆମେରିକା
ଭାରତକୁ ଆମେ ରୋକି ପାରିବୁ ନାହିଁ: ଆମେରିକା
— Kanak News (@kanak_news) May 9, 2025
ଶେହୱାଜ ଶରିଫଙ୍କ ସହ କଥା ହେଲେ ଆମେରିକା ବିଦେଶ ମନ୍ତ୍ରୀ
ଆତଙ୍କବାଦୀଙ୍କୁ ସମର୍ଥନ କରିବା ବନ୍ଦ କର: ଆମେରିକା#OperationSindooor #Pakistan #KanakNews pic.twitter.com/Wh0cYU1VVs -
May 09, 2025 06:40 IST
ଜମ୍ମୁ ଅଭିମୁଖେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା
ଜମ୍ମୁ ଅଭିମୁଖେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା
— Kanak News (@kanak_news) May 9, 2025
LOC ଯାଇ ସ୍ଥିତି ସମୀକ୍ଷା କରିବେ#OperationSindoor #Pakistan #KanakNews pic.twitter.com/nAwRCVG1w9 -
May 09, 2025 02:33 IST
ଶ୍ରୀମନ୍ଦିର ସାମ୍ନାରେ ପୁଲିସ ଛାଉଣୀ
#ପୁରୀକୁ_ଆତଙ୍କବାଦୀ_ଭୟ
— Kanak News (@kanak_news) May 8, 2025
ପୁରୀ ସହର ସାରା ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଶ୍ରୀମନ୍ଦିର ସାମ୍ନାରେ ପୁଲିସ ଛାଉଣୀ#OperationSindhoor #PakArmy #Pakistan #IndiaPakistanWar #IndianArmy #Odisha #KanakNews pic.twitter.com/tuir0loOoD -
May 09, 2025 02:32 IST
ପାକିସ୍ତାନକୁ ବଞ୍ଚାଇବାକୁ ତୁର୍କୀ ସାମ୍ନାକୁ ଆସିଲା
-
May 09, 2025 02:31 IST
ରାଜନାଥ ସିଂହ କରିବେ ଏକ ଉଚ୍ଚସ୍ତରୀୟ ବୈଠକ
ଦେଶର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ସାଉଥ୍ ବ୍ଲକରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ । ଏହି ବୈଠକରେ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁଖ୍ୟଙ୍କ ସହିତ CDS ଯୋଗଦେବେ । ବୈଠକରେ ସୀମାର ସାମ୍ପ୍ରତିକ ପରିସ୍ଥିତି, ସୁରକ୍ଷା ପ୍ରସ୍ତୁତି ଏବଂ ଯେକୌଣସି ସମ୍ଭାବ୍ୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ନିଆଯାଉଥିବା ରଣନୈତିକ ପଦକ୍ଷେପର ଗଭୀର ସମୀକ୍ଷା ହେବ।
-
May 09, 2025 02:30 IST
ଇଣ୍ଡିଗୋ ଯାତ୍ରୀମାନଙ୍କ ପାଇଁ ବଡ଼ ଖବର
ଇଣ୍ଡିଗୋ ଏୟାରଲାଇନ୍ସ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଯେଉଁମାନେ ମେ ୮ କିମ୍ବା ତା ପୂର୍ବରୁ ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡିଗଡ଼, ଧର୍ମଶାଳା, ବିକାନେର, ଯୋଧପୁର, କିଶନଗଡ଼ ଏବଂ ରାଜକୋଟ ଯାତ୍ରା ପାଇଁ ଟିକେଟ ବୁକ୍ କରିଛନ୍ତି, ଯଦି ସେମାନେ ମେ ୨୨ ପର୍ଯ୍ୟନ୍ତ ସେମାନଙ୍କର ଟିକେଟ ବାତିଲ କରନ୍ତି କିମ୍ବା ଯାତ୍ରା ପୁନଃନିର୍ଦ୍ଧାରିତ କରନ୍ତି, ତେବେ ଏପରି ପରିସ୍ଥିତିରେ କୌଣସି ଶୁଳ୍କ ନିଆଯିବ ନାହିଁ।
-
May 09, 2025 02:29 IST
ଜମ୍ମୁ ଅଞ୍ଚଳରେ ପୁଣିଥରେ ବ୍ଲାକଆଉଟ୍
ପାକିସ୍ତାନରୁ ଆକ୍ରମଣ ସମ୍ଭାବନା ମଧ୍ୟରେ ଜମ୍ମୁ ଅଞ୍ଚଳରେ ପୁଣିଥରେ ବ୍ଲାକଆଉଟ୍ ଜାରି କରାଯାଇଛି । ଏହି ସମୟରେ ସାଇରନ୍ ମଧ୍ୟ ବାଜିଥିଲା ।
-
May 09, 2025 00:25 IST
ପୁଣି ଏୟାର ଷ୍ଟ୍ରାଇକ୍ କଲା ଭାରତ
ପୁଣି ଏୟାର ଷ୍ଟ୍ରାଇକ୍ କଲା ଭାରତ
— Kanak News (@kanak_news) May 8, 2025
ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି
ଇମ୍ରାନ ଖାନ୍ଙ୍କ ସମର୍ଥକଙ୍କ ବିଦ୍ରୋହ #OperationSindoor #Pakistan #KanakNews pic.twitter.com/AE5rPijO9N -
May 09, 2025 00:04 IST
ଖାଲି କରାଯାଉଛି ଦିଲ୍ଲୀ ଇଣ୍ଡିଆ ଗେଟ୍
ଖାଲି କରାଯାଉଛି ଦିଲ୍ଲୀ ଇଣ୍ଡିଆ ଗେଟ୍
— Kanak News (@kanak_news) May 8, 2025
ଏହି ଅଞ୍ଚଳ ଖାଲି କରୁଛି ପୁଲିସ
ସାଇରନ୍ ବଜାଇ ସତର୍କ କରୁଛି ପୁଲିସ#OperationSindoor #Pakistan #KanakNews pic.twitter.com/HYhhZxDf9o -
May 08, 2025 23:36 IST
POK ଭିତରକୁ ପଶିଲା ଭାରତୀୟ ସେନା
ପାକ୍ ପ୍ରଧାନମନ୍ତ୍ରୀଙ୍କ ଘର ପାଖରେ ବିସ୍ଫୋରଣ
— Kanak News (@kanak_news) May 8, 2025
POKର ୬୦ କିମି ଭିତରକୁ ପଶିଲା ବାୟୁସେନା
POK ଭିତରକୁ ପଶିଲା ଭାରତୀୟ ସେନା #OperationSindoor #Pakistan #KanakNews pic.twitter.com/tDWJ2TNmcA -
May 08, 2025 23:21 IST
ପାକିସ୍ତାନ ଏୟାରବେସ୍ ପୂରା ଖାଲି
ପାକିସ୍ତାନର ସେନା ହେଡ୍କ୍ୱାର୍ଟର ଉପରେ ଆକ୍ରମଣ
— Kanak News (@kanak_news) May 8, 2025
ରାୱଲପିଣ୍ଡିରେ ଧ୍ୱସ୍ତବିଧ୍ୱସ୍ତ ସେନା ହେଡ୍କ୍ୱାର୍ଟର
ପାକିସ୍ତାନ ଏୟାରବେସ୍ ପୂରା ଖାଲି#OperationSindoor #Pakistan #KanakNews pic.twitter.com/PTP5eIjDyR -
May 08, 2025 23:14 IST
ପାକିସ୍ତାନର ୭ ସହର ଧ୍ୱଂସ
ପାକ୍ ଉପରେ ଭାରତର ଆକ୍ରମଣ ଜାରି
— Kanak News (@kanak_news) May 8, 2025
ପାକିସ୍ତାନର ୭ ସହର ଧ୍ୱଂସ
ଭାରତର ସବୁ ବିମାନ ବନ୍ଦରକୁ ହାଇଆଲର୍ଟ#OperationSindoor #Pakistan #KanakNews pic.twitter.com/nrCuHGYBt7 -
May 08, 2025 23:08 IST
ଚାନ୍ଦିପୁରରେ ହାଇଆଲର୍ଟ
ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ହାଇଆଲର୍ଟ
— Kanak News (@kanak_news) May 8, 2025
ପାରାମିଲିଟାରି ମୁଖ୍ୟଙ୍କ ଅମିତ ଶାହଙ୍କ ଆଲୋଚନା
୨୭ ବିମାନ ବନ୍ଦର ବନ୍ଦ କଲେ କେନ୍ଦ୍ର ସରକାର#OperationSindoor #Pakistan #KanakNews pic.twitter.com/Jhae1cd8QC -
May 08, 2025 22:55 IST
ଜରୁରୀ ବୈଠକ ଡାକିଲେ ପାକ୍ ପ୍ରଧାନମନ୍ତ୍ରୀ
ଜରୁରୀ ବୈଠକ ଡାକିଲେ ପାକ୍ ପ୍ରଧାନମନ୍ତ୍ରୀ
— Kanak News (@kanak_news) May 8, 2025
ଗୋଟିଏ ଦିନରେ ଶେହବାଜ ଶରିଫଙ୍କ ତୃତୀୟ ବୈଠକ
ଭାରତ କବ୍ଜାରେ ପାକିସ୍ତାନର ପାଇଲଟ୍#OperationSindoor #Pakistan #KanakNews pic.twitter.com/Cx6WP2SrCH -
May 08, 2025 22:50 IST
ଧରା ପଡ଼ିଲେ ପାକିସ୍ତାନୀ ପାଇଲଟ୍
ପାକିସ୍ତାନର ଆକ୍ରମଣ ଉଦ୍ୟମ ବିଫଳ
— Kanak News (@kanak_news) May 8, 2025
ଫୈଜଲାବାଦରେ ନଷ୍ଟ ହେଲା ଏୟାର ଡିଫେନ୍ସ ସିଷ୍ଟମ
ସରଗୋଧାରେ ନଷ୍ଟ ହେଲା ଏୟାର ଡିଫେନ୍ସ ସିଷ୍ଟମ
ଧରା ପଡ଼ିଲେ ପାକିସ୍ତାନୀ ପାଇଲଟ୍#OperationSindoor #Pakistan #KanakNews pic.twitter.com/lStPYCYET2 -
May 08, 2025 22:43 IST
ପୂରା ପାକିସ୍ତାନ ବ୍ଲାକ୍ଆଉଟ୍
ଚାଲିଛି ଆର୍ପାର୍ ଲଢ଼େଇ
— Kanak News (@kanak_news) May 8, 2025
ପୂରା ପାକିସ୍ତାନ ବ୍ଲାକ୍ଆଉଟ୍
ପାକିସ୍ତାନର ସବୁ ଡ୍ରୋନ୍ ଖସାଇଲା ଭାରତ#OperationSindoor #Pakistan #KanakNews pic.twitter.com/raFKVoMTLn -
May 08, 2025 22:24 IST
ବ୍ଲାକ୍ଆଉଟ୍ ହେଲା ପୁଞ୍ଚ୍
ପାକିସ୍ତାନ ଆକାଶରେ ଭାରତର ଯୁଦ୍ଧ ବିମାନ
— Kanak News (@kanak_news) May 8, 2025
ପାକିସ୍ତାନର ୧୦୦ଟି ମିସାଇଲ ନଷ୍ଟ
୫୬ଟି ଡ୍ରୋନ୍ ବି ଖସାଇଲା ଭାରତୀୟ ସେନା #OperationSindoor #Pakistan #KanakNews pic.twitter.com/bx05MOezMI -
May 08, 2025 22:22 IST
ପାକିସ୍ତାନର ୧୦୦ଟି ମିସାଇଲ ନଷ୍ଟ
ପାକିସ୍ତାନ ଆକାଶରେ ଭାରତର ଯୁଦ୍ଧ ବିମାନ
— Kanak News (@kanak_news) May 8, 2025
ପାକିସ୍ତାନର ୧୦୦ଟି ମିସାଇଲ ନଷ୍ଟ
୫୬ଟି ଡ୍ରୋନ୍ ବି ଖସାଇଲା ଭାରତୀୟ ସେନା #OperationSindoor #Pakistan #KanakNews pic.twitter.com/bx05MOezMI -
May 08, 2025 22:21 IST
ପାକିସ୍ତାନର ମିସାଇଲ ଆକ୍ରମଣ
ପାକିସ୍ତାନ ଆକାଶରେ ଭାରତର ଯୁଦ୍ଧ ବିମାନ
— Kanak News (@kanak_news) May 8, 2025
ପାକିସ୍ତାନର ୧୦୦ଟି ମିସାଇଲ ନଷ୍ଟ
୫୬ଟି ଡ୍ରୋନ୍ ବି ଖସାଇଲା ଭାରତୀୟ ସେନା #OperationSindoor #Pakistan #KanakNews pic.twitter.com/bx05MOezMI -
May 08, 2025 18:26 IST
ଅପରେସନ୍ ‘ସିନ୍ଦୂର’ ନେଇ ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ୍ ସୋଫିଆ କ୍ୟୁରେସିଙ୍କ ପ୍ରେସମିଟ୍
ଅପରେସନ୍ ‘ସିନ୍ଦୂର’ ନେଇ ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ଓ କର୍ଣ୍ଣେଲ୍ ସୋଫିଆ କ୍ୟୁରେସିଙ୍କ ପ୍ରେସମିଟ୍#OperationSindoor #KanakNews #BigUpdate pic.twitter.com/uY6ycoXvPO
— Kanak News (@kanak_news) May 8, 2025 -
May 08, 2025 17:01 IST
ଭାରତର ଆକ୍ରମଣରେ ଭୟଭୀତ ପାକିସ୍ତାନ: ସଂସଦରେ କାନ୍ଦିଲେ ସାଂସଦ, କହିଲେ ଆଲ୍ଲା ଆମକୁ ବଞ୍ଚାଇ ଦିଅ
https://www.facebook.com/share/p/1AcKyYxCX5/
-
May 08, 2025 17:00 IST
ସେନାର ବିଜୟ ହୋଇଛି, ଅପରେସନ୍ ‘ସିନ୍ଦୂର’ ଜାରି ରହିଛି- ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
Rajnath on sindoor Photograph: (KANAK NEWS)