କନକ ବ୍ୟୁରୋ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଶ୍ରୀମନ୍ଦିର ରିତିନୀତି ଅନୁସାରେ ନୀୟମ ପାଳନ କରାଯାଉ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗଜପତି ଚିଠି ଲେଖିଛନ୍ତି । ଇସ୍କନ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ନେବେ ବୋଲି କହିଛନ୍ତି ଆଇନମନ୍ତ୍ରୀ । ମହାପ୍ରଭୁଙ୍କ ରିତିନୀତିରେ ବିଚ୍ୟୁତି ନହେଉ ବୋଲି ସେ କହିଛନ୍ତି ।