କେନ୍ଦ୍ରାପଡ଼ା ରାଜନଗର ବ୍ଲକ କୁରୁଣ୍ଟି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

Advertisment

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା । ରାଜନଗରରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା । ମୃତ ଯୁବକ ହେଉଛନ୍ତି ରାଜନଗର ବ୍ଲକ କୁରୁଣ୍ଟି ଗାଁ’ର ରଶ୍ମିରଂଜନ ପରିଡା

Updated On

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା । ରାଜନଗରରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା । ମୃତ ଯୁବକ ହେଉଛନ୍ତି ରାଜନଗର ବ୍ଲକ କୁରୁଣ୍ଟି ଗାଁ’ର ରଶ୍ମିରଂଜନ ପରିଡା

ଅଦ୍ୟତନ ହୋଇଛି
hatya

କନକବ୍ୟୁରୋ : ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା। ରାଜନଗରରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା । ମୃତ ଯୁବକ ହେଉଛନ୍ତି ରାଜନଗର ବ୍ଲକ କୁରୁଣ୍ଟି ଗାଁ’ର ରଶ୍ମିରଂଜନ ପରିଡା  । ଗାଁର ବାତ୍ୟା ଆଶ୍ରୟ ସ୍ଥଳରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ରାଜନଗର ପୋଲିସ ପହଞ୍ଚି ତନାଘନା ଜାରି ରଖିଛି । 

ଦୃର୍ବୁତ୍ତମାନେ ହତ୍ୟାକରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଏକ କୁରାଢ଼ୀ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ରଶ୍ମିରଂଜନଙ୍କ ଡାହାଣ ପାର୍ଶ୍ବ କର୍ଣ୍ଣମୁଳି ଓ ତାଙ୍କ ବେକରେ ଗଭୀର ଆଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ତାଙ୍କୁ କିଏ ହତ୍ୟା କରିଛି ତାହା ଏଯାଏ କାରଣ ଜଣାପଡିନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe