କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଗୁଡି ଯେତିକି ପ୍ରତିଶ୍ରୁତି ଦେଉଛନ୍ତି ସେତିକି ବୟାନବାଜୀ ମଧ୍ୟ ଚାଲିଛି । ଭୋଟପଡିବାକୁ ଆଉ କିଛି ଦିନ ବାକି ଥିବାବେଳେ ଆପ ଓ ବିଜେପି ପୋଷ୍ଟରୱାର ଜୋରଦାର ହୋଇଛି ।ଗତକାଲି ଆମ ଆଦମୀ ପାର୍ଟି ମନ୍ଦିର ପୂଜକ ଓ ଗୁରୁଦ୍ବାରା ସେବକଙ୍କ ପାଇଁ ୧୮ହଜାର ମାସିକ ଦରମା ଦେବାକୁ ପ୍ରତିଶ୍ରୁତି କରିବା ପରେ ଏହାକୁ ନେଇ ବିଜେପି ଆଜି କଟାକ୍ଷପୂର୍ଣ୍ଣ ପୋଷ୍ଟର ଜାରି କରିଛି । ମଥାରେ ସିନ୍ଦୁର ଓ ବେକରେ ରୁଦ୍ରାକ୍ଷମାଳ ପିନ୍ଧା କେଜ୍ରିୱାଲଙ୍କ ଫଟୋ ଜାରି କରି ବିଜେପି କହିଛି ନିର୍ବାଚନୀ ହିନ୍ଦୁ ଏଜେଣ୍ଡା ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ତେଜୁଛି ପୋଷ୍ଟର ୱାର । ଯେତିକି ପ୍ରତିଶ୍ରୁତି, ସେତିକି ବୟାନବାଜୀ ।
ଯେତିକି ପ୍ରତିଶ୍ରୁତି, ସେତିକି ବୟାନବାଜୀ । ପୋଷ୍ଟର ଜାରି କରି କେଜ୍ରିୱାଲଙ୍କୁ ନିର୍ବାଚନୀ ହିନ୍ଦୁ କହିଲା ବିଜେପି । ଦିଲ୍ଲୀ ବିଧାନସଭା ପୂର୍ବରୁ ତେଜୁଛି ପୋଷ୍ଟର ୱାର ।
/kanak/media/media_files/2024/12/31/3jif40UppYjJ2qQygKVo.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)