ସୁଟବୁଟ ବଦଳରେ ରିଲାକ୍ସ ମୁଡରେ ନଜର ଆସିଲେ ଜୋ ବାଇଡେନ୍, ଆମାଜନ ଜଙ୍ଗଲ ବୁଲିଲେ ବାଇଡେନ

Advertisment

ଆମେରିକା ନିର୍ବାଚନ ପରେ କେଉଁଠି ଅଛନ୍ତି ଜୋ ବାଇଡେନ୍ । ଏ ପ୍ରଶ୍ନ ସଭିଙ୍କ ମନରେ ଥିବାବେଳେ ଏବେ ବାଇଡେନଙ୍କ ଠିକଣା ମିଳିଛି । ବ୍ରାଜିଲର ଆମାଜନ ଜଙ୍ଗଲରେ ଏକ ବ୍ଲୁ ରଙ୍ଗର ସାର୍ଟ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି ।

ଆମେରିକା ନିର୍ବାଚନ ପରେ କେଉଁଠି ଅଛନ୍ତି ଜୋ ବାଇଡେନ୍ । ଏ ପ୍ରଶ୍ନ ସଭିଙ୍କ ମନରେ ଥିବାବେଳେ ଏବେ ବାଇଡେନଙ୍କ ଠିକଣା ମିଳିଛି । ବ୍ରାଜିଲର ଆମାଜନ ଜଙ୍ଗଲରେ ଏକ ବ୍ଲୁ ରଙ୍ଗର ସାର୍ଟ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି ।

BIDEN

କନକ ବ୍ୟୁରୋ: ଆମେରିକା ନିର୍ବାଚନ ପରେ କେଉଁଠି ଅଛନ୍ତି ଜୋ ବାଇଡେନ୍ । ଏ ପ୍ରଶ୍ନ ସଭିଙ୍କ ମନରେ ଥିବାବେଳେ । ଏବେ ବାଇଡେନଙ୍କ ଠିକଣା ମିଳିଛି । ବ୍ରାଜିଲର ଆମାଜନ ଜଙ୍ଗଲରେ ପହଞ୍ଚିଛନ୍ତି ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ । ଏକ ବ୍ଲୁ ରଙ୍ଗର ସାର୍ଟ ପିନ୍ଧି ବାଇଡେନ ଆମାଜନ ଜଙ୍ଗଲରେ ନିଜ ଟିମ ସହ ବୁଲୁଥିବା ଦେଖିବାକୁ ମିଳିଛି ।

ଏଥିସହିତ ଆମାଜନରେ ବାଇଡେନ ପ୍ରେସମିଟ୍ ମଧ୍ୟ କରିଛନ୍ତି । ପରିବେଶ ସୁରକ୍ଷା ନେଇ ଏହି ପ୍ରେସମିଟରେ ବାର୍ତ୍ତା ଦେଇଛନ୍ତି ବାଇଡେନ୍ । ଯାହାକୁ ନେଇ ଏବେ ଆମେରିକା ରାଜନୀତି ସରଗରମ ରହିଛି । ନିଜ ସ୍ବାସ୍ଥ୍ୟବସ୍ଥା ପାଇଁ ରାଷ୍ଟ୍ରପତି ପଦରୁ ଓହରି ଥିବା ବାଇଡେନଙ୍କ ଏଭଳି ପ୍ରୟାସକୁ ନେଇ ଭିନ୍ନ ଭିନ୍ନ ମତ ଆସୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe