ପ୍ରାଇମେରୀ ସ୍କୁଲରେ ଅଘଟଣ । ଦୋଳିରୁ ପଡି ୪ର୍ଥ ଶ୍ରେଣୀର ଛାତ୍ର ମୃତ ।

Advertisment

ଦୋଳିରୁ ପଡି ୪ର୍ଥ ଶ୍ରେଣୀର ଛାତ୍ର ମୃତ । ଶିକ୍ଷକଙ୍କ ଦାୟିତ୍ୱ ହୀନତା ଅଭିଯୋଗ ଆଣିଲେ ପରିବାର ଲୋକ ।

Updated On

ଦୋଳିରୁ ପଡି ୪ର୍ଥ ଶ୍ରେଣୀର ଛାତ୍ର ମୃତ । ଶିକ୍ଷକଙ୍କ ଦାୟିତ୍ୱ ହୀନତା ଅଭିଯୋଗ ଆଣିଲେ ପରିବାର ଲୋକ ।

ଅଦ୍ୟତନ ହୋଇଛି
୪ର୍ଥ ଶ୍ରେଣୀର ଛାତ୍ର ମୃତ

Photograph: (kanaknews)

କନକ ବ୍ୟୁରୋ : ଯାଜପୁର, ଟମକା ଥାନା ନୟା ବଗପାଟିଆ ପ୍ରାଇମେରୀ ସ୍କୁଲରେ ଅଘଟଣ । ଦୋଳି ଖେଳୁଥିବା ବେଳେ ଦୋଳିରୁ ପଡି ୪ର୍ଥ ଶ୍ରେଣୀ ଛାତ୍ର ମୃତ । ସମ୍ପର୍କୀୟଙ୍କ ଦ୍ଵାରା ସ୍କୁଲର ଶିକ୍ଷକ ଅଟକ । ମୃତ ଛାତ୍ର ନୟା ବଗପାଟିଆ ଗାଁର ନବଘନ ସାହୁଙ୍କ ପୁଅ ସୋମ୍ୟରଞ୍ଜନ ସାହୁ ।

ସ୍କୁଲରେ ଖେଳୁଥିବାବେଳେ ଅଘଟଣ ଘଟି ଛାତ୍ରଙ୍କ ମୃତ୍ୟୁ ହୋଇଛି ବୋଲି ଜଣା ପଡ଼ିଛି । ଶିକ୍ଷକଙ୍କ ଦାୟିତ୍ୱ ହୀନତା ପାଇଁ ଛାତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ସ୍କୁଲ ଶିକ୍ଷକ ଅଚ୍ୟୁତାନନ୍ଦଙ୍କୁ ଅଟକ ରଖିଛନ୍ତି ମୃତ ଛାତ୍ରଙ୍କ ସମ୍ପର୍କୀୟ ।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe