ସୁବର୍ଣ୍ଣପୁରରେ ରାସ୍ତାକଡ଼କୁ ଓଲଟିପଡ଼ିଲା ଧାନ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ

ସୂଚନା ଅନୁସାରେ ଆଜି ସକାଳ ସମୟରେ ବିନିକା ପଟୁ ଏକ ଧାନ ବୋଝେଇ ଗାଡ଼ି ଯାଉଥିବା ବେଳେ ସେଲେଡି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ।

þòþZKþqþþ

କନକ ବ୍ୟୁରୋ : ରାସ୍ତାକଡ଼କୁ ଓଲଟିପଡ଼ିଲା ଧାନ ବୋଝେଇ ଟ୍ରକ। ସୁବର୍ଣ୍ଣପୁର ବିନିକା ଥାନା ଅନ୍ତର୍ଗତ ସେଲେଡି ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଧାନବସ୍ତା ଗୁଡ଼ିକ ତଳେ ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଚାଳକ । ସୂଚନା ଅନୁସାରେ ଆଜି ସକାଳ ସମୟରେ ବିନିକା ପଟୁ ଏକ ଧାନ ବୋଝେଇ ଗାଡ଼ି ଯାଉଥିବା ବେଳେ ସେଲେଡି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ବିନିକା ପୁଲିସ  ତଦନ୍ତ କରୁଛି । ତେବେ ଧାନ ବୋଝେଇ ଟ୍ରକଟି କେଉଁଠୁ କେଉଁଠିକୁ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe