ଇସ୍ରାଏଲ-ହିଜବୁଲ୍ଲା ଲଢ଼େଇରେ ହୁତୀର ଏଣ୍ଟ୍ରି । ଆତଙ୍କୀଙ୍କ ଅଣ୍ଡରଗ୍ରାଉଣ୍ଡ ମିଜାଇଲ ସିଟି ଠାବ ।

Advertisment

ତେଲ ଅବିବକୁ ଟାର୍ଗେଟ କରି ଆତଙ୍କୀ ସଂଗଠନର ମିଜାଇଲ ଆକ୍ରମଣ,ଯୋଜନାକୁ ପଣ୍ଡ କଲା  ଆଇଡିଏଫ । ହିଜବୁଲ୍ଲାକୁ ମାଟିରେ ମିଶାଇବାକୁ ସ୍ଥଳଭାଗରୁ  ଆକ୍ରମଣ କରିବ ଇସ୍ରାଏଲ । ଆତଙ୍କୀଙ୍କ ଅଣ୍ଡରଗ୍ରାଉଣ୍ଡ ମିଜାଇଲ ସିଟି ଠାବ ।

ତେଲ ଅବିବକୁ ଟାର୍ଗେଟ କରି ଆତଙ୍କୀ ସଂଗଠନର ମିଜାଇଲ ଆକ୍ରମଣ,ଯୋଜନାକୁ ପଣ୍ଡ କଲା  ଆଇଡିଏଫ । ହିଜବୁଲ୍ଲାକୁ ମାଟିରେ ମିଶାଇବାକୁ ସ୍ଥଳଭାଗରୁ  ଆକ୍ରମଣ କରିବ ଇସ୍ରାଏଲ । ଆତଙ୍କୀଙ୍କ ଅଣ୍ଡରଗ୍ରାଉଣ୍ଡ ମିଜାଇଲ ସିଟି ଠାବ ।

45୍ି୍ି

କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ । ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଥମିବା ନାଁ ନେଉନି ଆଉ ସେପଟେ ତେଲ ଅବିବରେ ରକେଟମାଡ କରିବାକୁ ଚେଷ୍ଟା କରି ଫେଲ ମାରିଛି ଆତଙ୍କୀ ସଂଗଠନ ହୁତୀ । ବାଲେଷ୍ଟିକ୍ ମିଜାଇଲରେ ଇସ୍ରାଏଲ ଆକ୍ରମଣ କରିଥିବାବେଳେ ଏହାକୁ ରୋକିବାକୁ ଆଇଡିଏଫ କଳେବଳେ କୌଶଳେ ଚେଷ୍ଟା କରୁଛି । ସେପଟେ ଜୀବନ ବଞ୍ଚାଇବାକୁ ଲେବାନନରେ ଆରମ୍ଭ ହୋଇଛି ଶତାଧିକ ସଂଖ୍ୟକ ଲୋକଙ୍କ ପଳାୟନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe