ନିଜ ବନ୍ଧୁକରୁ ଗୁଳି ଫୁଟି ଆହାତ ହେଲେ ଗୋବିନ୍ଦା । ଚିକିତ୍ସା ପରେ ସୁସ୍ଥ ଥିବା ସୂଚନା, ଇଶ୍ୱର ଓ ପ୍ରଶଂସକଙ୍କୁ ଦେଲେ ଧନ୍ୟବାଦ

Advertisment

ଆଜି ସକାଳୁ ନିଜ ଘରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଫା କରୁଥିଲେ ଗୋବିନ୍ଦା। ହେଲେ ଏହି ସମୟରେ ଭୁଲବଶତଃ ଗୁଳି ଫୁଟି ଆହତ ହୋଇଛନ୍ତି ଗୋବିନ୍ଦା। ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅପରେସନ କରାଯାଇ ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି।ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରୁ ଛୁଟି ମିଳିବ ।

fprefre

କନକ ବ୍ୟୁରୋ : ଇଶ୍ବର ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେଲେ ଅଭିନେତା ଗୋବିନ୍ଦା । ସୁସ୍ଥ ଥିବା ନେଇ ଦେଲେ ସୂଚନା । ନିଜ ବନ୍ଧୁକ ସଫା କରୁଥିବା ବେଳେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଗିଛି ଗୁଳି । ଆଜି ସକାଳୁ ନିଜ ଘରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଫା କରୁଥିଲେ ଗୋବିନ୍ଦା। ହେଲେ ଏହି ସମୟରେ ଭୁଲବଶତଃ ଗୁଳି ଫୁଟି ଆହତ ହୋଇଛନ୍ତି ଗୋବିନ୍ଦା। ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅପରେସନ କରାଯାଇ ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି।ଦୁଇ ଦିନ ମଧ୍ୟରେ ଡାକ୍ତରଖାନାରୁ ଛୁଟି ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe