ଯୁବପିଢିଙ୍କ ପାଇଁ ଖୁସି ଖବର ,

ଯୁବପିଢିଙ୍କ ପାଇଁ ଖୁସି ଖବର , ଆସିଲା ଭାରତୀୟ ରେଳରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ୧୦ମ ପାସ୍ କରିଛନ୍ତି, ତେବେ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

Photo Credit : KanakNews

ଜାଣନ୍ତୁ କେମିତି କରିବେ ଆବେଦନ

ଆବେଦନ ପ୍ରକ୍ରିୟା ଜାନୁୟାରୀ ୨୩ ରୁ ଆରମ୍ଭ ହେବାକୁ ଯାଉଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

Photo Credit : KanakNews

ଜାଣନ୍ତୁ କେମିତି କରିବେ ଆବେଦନ

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ଛାଡ୍ ମିଳିବ । ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ଜରୁରୀ

Photo Credit : KanakNews

ରେଳରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଆବେଦନ ଶୁଳ୍କ : ଆବେଦନ ପାଇଁ ସାମାନ୍ୟ/ଓବିସି ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ମହିଳା ଏବଂ ଅନ୍ୟମାନେ ୨୫୦ ଟଙ୍କା ନିଶୁଳ୍କ ଆବେଦନ କରିପାରିବେ ।

Photo Credit : KanakNews