ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ : ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ଧରିଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ

ପୁଣି ଜବତ ହେଲା ଗଞ୍ଜେଇ  ।  ଭୁବନେଶ୍ବର ବିମାନବନ୍ଦରରୁ ଜବତ ହୋଇଛି ଗଂଜେଇ  ।  ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ହେବ ।

12

Photograph: (KANAKNEWS)

କନକବ୍ୟୁରୋ : ପୁଣି ଜବତ ହେଲା ଗଞ୍ଜେଇ  ।  ଭୁବନେଶ୍ବର ବିମାନବନ୍ଦରରୁ ଜବତ ହୋଇଛି ଗଂଜେଇ  ।  ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ହେବ । ସମସ୍ତ ଗଂଜେଇ ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିଲା ବେଳେ ଜବତ ହୋଇଛି  ।  ଭୁବନେଶ୍ବର ବିମାନବନ୍ଦରରୁ ୮ କୋଟିର ଗଂଜେଇ ଜବତ କରିଛି ଡିଆରଆଇ । ତେବେ ଏଥିରେ ସମ୍ପୃକ୍ତି ନେଇ ଜରକୁ ଗିରଫ କରାଯାଇଛି  । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe