ARMY ର ଫୁଲଫର୍ମ କ’ଣ ?

Photo Credit : Kanak News

ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନାଙ୍କ ତାଲିକାରେ ଭାରତୀୟ ସେନାର ନାଁ ଆସେ ।

Photo Credit : google

ଇଣ୍ଡିଆନ୍ ଆର୍ମି ଦେଶର ସୀମା ସୁରକ୍ଷା ପାଇଁ ୨୪ ଘଣ୍ଟା ପ୍ରହରା ଦେଇଥା’ନ୍ତି ।

Photo Credit : google

ନିଜ ପରାକ୍ରମ ପାଇଁ ପ୍ରସିଦ୍ଧ ଭାରତୀୟ ସେନା ସଂଯୁକ୍ତ ରାଷ୍ଟ୍ରରେ ଶାନ୍ତି ବଜାୟ ରଖିବାରେ ବହୁତ ବଡ଼ କାମ କରିଥା’ନ୍ତି ।

Photo Credit : google

କିନ୍ତୁ କ’ଣ ଆପଣ ARMY ର ଫୁଲଫର୍ମ ଜାଣିଛନ୍ତି କି ?

Photo Credit : google

ARMY ଶବ୍ଦଟି ଲାଟିନ୍ ଭାଷା Armata ରୁ ଆସିଛି । ଯାହାର ଅର୍ଥ Armed Force , ଯାହାର ସ୍ଥାପନା ୧୮୯୫ ଏପ୍ରିଲ୍ ୧ ରୁ ହୋଇଛି । Armed Force ର ଅଧୀନରେ ଭାରତୀୟ ସ୍ଥଳସେନା , ଭାରତୀୟ ବାୟୁସେନା , ଭାରତୀୟ ନୌସେନା ଆସୁଛି ।

Photo Credit : google

ARMY ର ଫୁଲଫର୍ମ ହେଉଛି ‘Alert Regular Mobility Young’ ।

Photo Credit : google