ରାଜଧାନୀରେ ବଡ଼ ଧରଣର ଠକେଇ : ସୁଧ ଦେବାକୁ କହି ମୂଳଧନ ପୋଛିନେଲା ଠକ

ରାଜଧାନୀରେ ବଡ଼ ଠକେଇ , ସୁଧ ଦେବାକୁ କହି ମୂଳଧନ ପୋଛିନେଲା ଠକ  ।  ଅଭିଯୁକ୍ତକୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ ।

intrest

Photograph: (kanaknews)

କନକବ୍ୟୁରୋ : ରାଜଧାନୀରେ ବଡ଼ ଠକେଇ , ସୁଧ ଦେବାକୁ କହି ମୂଳଧନ ପୋଛିନେଲା ଠକ  ।  ଅଭିଯୁକ୍ତକୁ ବାନ୍ଧିଲା ସ୍ପେଶାଲ କ୍ରାଇମ ୟୁନିଟ । ୧୫ କୋଟି ଟଙ୍କା ଠକେଇରେ ଅଭିଯୁକ୍ତ ରମେଶ ଚନ୍ଦ୍ର ମାଝିଙ୍କୁ ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଗିରଫ କରାଯାଇଛି  ।  ସୁନା ବ୍ୟବସାୟ ନାଁରେ ଲୋକଙ୍କୁ ବର୍ଷ ବର୍ଷ ଧରି ଲୁଟି ଚାଲିଥିଲା ଏହି ଅଭିଯୁକ୍ତ । ୨୦ ପ୍ରତିଶତ ସୁଧ ଫେରାଇବାର ଲୋଭ ଦେଖାଇ ଲୋକମାନଙ୍କୁ ଠକିଚାଲିଥିବା ବେଳେ ଶେଷରେ ଏହି ଠକ ଆଇନ ହାତରେ ଧରାପଡିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe