କୋକେନ ବେପାର ପାଇଁ ବନ୍ଧା ପଡିଛନ୍ତି ବିଦେଶୀ ନାଗରିକ : ଜାହାଜରେ କାଟୁଛନ୍ତି ବନ୍ଦୀ ଜୀବନ

Advertisment

କାଳ ହେଲା କୋକେନ ବେପାର। ବର୍ଷେ ହେଲା ବନ୍ଧା ପଡ଼ିଛନ୍ତି ବିଦେଶୀ ନାଗରିକ। ବର୍ଷେ ହେଲାଣି ପାରାଦୀପରେ ଏକରକମ ବନ୍ଦୀ ଜୀବନ କାଟୁଥିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ଏମଭି ଦେବୀ ଜାହାଜର ୨୧ ଜଣ କ୍ରିଉ ମେମ୍ବର। ଗତକାଲି ପାରାଦୀପ ବନ୍ଦରର ଏମପିବି ବର୍ଥରେ ଲାଗିଥିଲା ଜାହାଜ ।

]

କନକବ୍ୟୁରୋ : କାଳ ହେଲା କୋକେନ ବେପାର। ବର୍ଷେ ହେଲା ବନ୍ଧା ପଡ଼ିଛନ୍ତି ବିଦେଶୀ ନାଗରିକ। ବର୍ଷେ ହେଲାଣି ପାରାଦୀପରେ ଏକରକମ ବନ୍ଦୀ ଜୀବନ କାଟୁଥିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ଏମଭି ଦେବୀ ଜାହାଜର ୨୧ ଜଣ କ୍ରିଉ ମେମ୍ବର। ଗତକାଲି ପାରାଦୀପ ବନ୍ଦରର ଏମପିବି ବର୍ଥରେ ଲାଗିଥିଲା ଜାହାଜ ।

କ୍ରିଉମାନଙ୍କ ପାଇଁ ପାଣି ଓ ଜାହାଜରେ ଇନ୍ଧନ ଭରିବାକୁ ଆସିଥିଲା ଜାହାଜ। କିନ୍ତୁ କ୍ରିଉ ସଦସ୍ୟ ସହଯୋଗ ନ କରିବାରୁ ଜାହାଜଟି ଆଙ୍କରେଜକୁ ଫେରି ନପାରି ବର୍ଥରେ ଅଟକି ରହିଛି। ୨୦୨୩ ନଭେମ୍ବର ୩୦ରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହୋଇଥିଲା। ସେବେଠାରୁ ପାରାଦୀପରେ ଅଟକି ରହିଛି ଜାହାଜ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବର୍ଷେ ହେଲାଣି ଅଟକ ରହିଛି ଭିଏତନାମରୁ ଆସିଥିବା ଏହି ଜାହାଜ। ସେବେଠାରୁ  ନିଜ ଘରକୁ ଫେରି ନପାରି ଜାହାଜ ଭିତରେ ବନ୍ଦୀ ଜୀବନ କାଟୁଛନ୍ତି ବିଦେଶୀ ନାଗରିକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe