ଜମି ପଟ୍ଟା ମିଳିବାପରେ ବଣ୍ଡାଘାଟିରେ ଉତ୍ସବର ମାହୋଲ : ମାଲକାନଗିରିରେ ପାରମ୍ଫରିକ ନାଚଗୀତ ପାଳିଲେ ଆଦିବାସୀ

Advertisment

ବଣ୍ତାଘାଟିରେ ପଟ୍ଟା ଅଧିକାର । ଆଦିମ ଜନଜାତିକୁ ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ପାଇଁ ପଟ୍ଟା ମିଳିବା ପରେ ଏ ହେଉଛି ଉତ୍ସବର ଚିତ୍ର । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ତାଘାଟିରେ ପାରମ୍ପରିକ ବାଦ୍ୟ ମହୁରି ଓ ନାଚଗୀତରେ ଝୁମୁଛନ୍ତି ଆଦିମ ଜନଜାତିର ଲୋକ

jami patta

jami patta Photograph: (jami patta )

କନକବ୍ୟୁରୋ :  ବଣ୍ତା ଘାଟିରେ ପଟ୍ଟା ଅଧିକାର । ଆଦିମ ଜନଜାତିକୁ ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ପାଇଁ ପଟ୍ଟା ମିଳିବା ପରେ ଏ ହେଉଛି ଉତ୍ସବର ଚିତ୍ର । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ତାଘାଟିରେ ପାରମ୍ପରିକ ବାଦ୍ୟ ମହୁରି ଓ ନାଚଗୀତରେ ଝୁମୁଛନ୍ତି ଆଦିମ ଜନଜାତିର ଲୋକ । 

ଅଣ୍ତ୍ରାହଲ ଓ ମୁଦୁଲିପଡା ଆଦି ୨ ପଞ୍ଚାୟତର ହଜାର ହଜାର ଲୋକେ ଏକାଠି ହୋଇ ବିରାଟ ବଡ ଶୋଭାଯାତ୍ରାରେ ସୀତାକୁଣ୍ତ ଠାରୁ କନ୍ୟାଶ୍ରମ ପର୍ଯ୍ୟନ୍ତ ନାଚଗୀତରେ ସାମିଲ ହୋଇଛନ୍ତି   ।

ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଣ୍ତାଘାଟିରେ ଗୋଷ୍ଠିଗତ ପଟ୍ଟା ପ୍ରଦାନ କରିଥିଲେ   । ଆଦିମ ଜନଜାତିଙ୍କ ଆବାସସ୍ଥଳୀରେ ଲୋକଙ୍କ ଅଧିକାର ଦେବାରୁ ଅଂଚଳବାସୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe