ନିଜ ହାତରେ ନିଜ ଜୀବନ ନେବା ପୂର୍ବରୁ ବାପାଙ୍କ ଶେଷ ଚିଠି । ସୁଇସାଇଡ ନୋଟରେ କେହି ନଛୁଇଁବାରୁ ଅନୁରୋଧ

Advertisment

ବେକରେ ରଶି ଲଗାଇ ପଡ଼ୋଶୀଙ୍କ ଗୁହାଳରେ ଜୀବନ ହାରିଛନ୍ତି ନିରଞ୍ଜନ କର। ସୁଇସାଇଡ ନୋଟ୍‌ ସହିତ ନଗଦ ୨୩ ହଜାର ୪୨୦ ଟଙ୍କା ଜବତ କରିଛି ପୁଲିସ । ପରିଣତ ବୟସରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ନିରଂଜନ । ଦୁଇ ପୁଅ-ବୋହୂ ଓ ନାତୀନାତୁଣୀଙ୍କୁ ନେଇ ତାଙ୍କ ସଂସାର । କିନ୍ତୁ ସ୍ତ୍ରୀ ଚାଲିଯିବା ପରେ ସେ ଏକା ହୋଇଗଲେ। ଭଲରେ ଗଣ୍ଡାଏ ଖାଇବାକୁ ଦେଲେ ନାହିଁ କି ଭଲମନ୍ଦ ପଚାରିଲେ ନାହିଁ ପୁଅ କି ବୋହୂ। ଶାନ୍ତିରେ ଶେଷ ଜୀବନ ବଂଚିବା ପାଇଁ ଅନେକ ଥର ନେହୁରା ହୋଇଛନ୍ତି। କିନ୍ତୁ କଷ୍ଟ ଦେବାକୁ ମନସ୍ଥ କରିସାରିଥିବା ପିଲାଙ୍କୁ ଅନୁଭବ ହେଲା ନାହିଁ ବାପାଙ୍କ ବେଦନା । ଶେଷରେ ନିରାସ ହୋଇ ମୃତ୍ୟୁର ପଥକୁ ବାଛିନେଇଛନ୍ତି ଜଣେ ବୁଢ଼ାବାପା। 

gtyhtyhth

କନକ ବ୍ୟୁରୋ : ପୁଅଟିଏ ପାଇଁ କେତେ ଓଷା କେତେ ବ୍ରତ କରନ୍ତି ବାପାମାଆ। ଭାବିଥାନ୍ତି ବୟସର ଅପରାହ୍ନରେ ଆଶାବାଡି ହେବେ । ପୁଅ କାନ୍ଧରେ ମଶାଣି ଯିବେ। ହେଲେ ଏଠି ନିଜ ଶବ ଛୁଇଁବା ପାଇଁ ପୁଅଙ୍କୁ ବାରଣ କରିଛନ୍ତି ବାପା । ଆତ୍ମହତ୍ୟା ପୂର୍ବରୁ ଗାଁ ଲୋକଙ୍କ ପାଇଁ ଲେଖିଛନ୍ତି ଶେଷ ଚିଠି । ନିଜ କ୍ରିୟାକର୍ମ ପାଇଁ ଟଙ୍କା ରଖିବା ସହ ଗାଁ ଲୋକଙ୍କ କାନ୍ଧରେ ମଶାଣି ଯିବାକୁ ଶେଷଇଚ୍ଛା ପ୍ରକାଶ କରିଛନ୍ତି । ବାଲେଶ୍ୱର ଭୋଗରାଇ ଚଣ୍ଡୀପୁର ଗାଁର ନିରଞ୍ଜନ କରଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ସାମ୍ନାକୁ ଆସିଛି ଏମିତି ଏକ ହୃଦୟବିଦାରକ କାହାଣୀ ।

ବେକରେ ରଶି ଲଗାଇ ପଡ଼ୋଶୀଙ୍କ ଗୁହାଳରେ ଜୀବନ ହାରିଛନ୍ତି ନିରଞ୍ଜନ କର। ସୁଇସାଇଡ ନୋଟ୍‌ ସହିତ ନଗଦ ୨୩ ହଜାର ୪୨୦ ଟଙ୍କା ଜବତ କରିଛି ପୁଲିସ । ପରିଣତ ବୟସରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ନିରଂଜନ । ଦୁଇ ପୁଅ-ବୋହୂ ଓ ନାତୀନାତୁଣୀଙ୍କୁ ନେଇ ତାଙ୍କ ସଂସାର । କିନ୍ତୁ ସ୍ତ୍ରୀ ଚାଲିଯିବା ପରେ ସେ ଏକା ହୋଇଗଲେ। ଭଲରେ ଗଣ୍ଡାଏ ଖାଇବାକୁ ଦେଲେ ନାହିଁ କି ଭଲମନ୍ଦ ପଚାରିଲେ ନାହିଁ ପୁଅ କି ବୋହୂ। ଶାନ୍ତିରେ ଶେଷ ଜୀବନ ବଂଚିବା ପାଇଁ ଅନେକ ଥର ନେହୁରା ହୋଇଛନ୍ତି। କିନ୍ତୁ କଷ୍ଟ ଦେବାକୁ ମନସ୍ଥ କରିସାରିଥିବା ପିଲାଙ୍କୁ ଅନୁଭବ ହେଲା ନାହିଁ ବାପାଙ୍କ ବେଦନା । ଶେଷରେ ନିରାସ ହୋଇ ମୃତ୍ୟୁର ପଥକୁ ବାଛିନେଇଛନ୍ତି ଜଣେ ବୁଢ଼ାବାପା। 

ନିଜ ଆଡୁ ଏକ ମାମଲା ରୁଜୁ କରିଛି ଚନ୍ଦନେଶ୍ୱର ଫାଣ୍ଡି ପୋଲିସ। ଦୁଇ ପୁଅଙ୍କୁ ଥାନାକୁ ନେଇ ପଚରାଉଚରା କରିଛି । ଏମିତି ଏକ କରୁଣକାହାଣୀକୁ ନେଇ ସାରା ଅଂଚଳରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe