ଭୁବନେଶ୍ୱର ପଳାସୁଣୀ ଛକରେ ଭୟଙ୍କର ଦୁର୍ଘଟଣା: ବସକୁ ପିଟିଲା ଟ୍ରକ୍, ଅଟୋ ଓ ଏନଏଚଏଆଇ ପିକଅପ୍‌ ଭ୍ୟାନକୁ ପିଟିଲା ବସ୍

Advertisment

ପଳାସୁଣୀ ଛକରେ ସିରିଜ୍ ଦୁର୍ଘଟଣା । ଏକ ବସ୍‌କୁ ଟ୍ରକ୍ ଧକ୍କା ଦେବା ପରେ ବସ୍‌ଟି ଏକ ଅଟୋ ଓ ଏନଏଚଏଆଇର ପିକଅପ୍‌ ଭ୍ୟାନକୁ ଧକ୍କା ଦେଇଛି। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ, ଜଣେ ବୃଦ୍ଧ ଗୁରୁତର। ଅଟୋ ଚାଳକ ମଧ୍ୟ ଆହତ ହୋଇଥିବା ସୂଚନା।

ପଳାସୁଣୀ ଛକରେ ସିରିଜ୍ ଦୁର୍ଘଟଣା । ଏକ ବସ୍‌କୁ ଟ୍ରକ୍ ଧକ୍କା ଦେବା ପରେ ବସ୍‌ଟି ଏକ ଅଟୋ ଓ ଏନଏଚଏଆଇର ପିକଅପ୍‌ ଭ୍ୟାନକୁ ଧକ୍କା ଦେଇଛି। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ, ଜଣେ ବୃଦ୍ଧ ଗୁରୁତର। ଅଟୋ ଚାଳକ ମଧ୍ୟ ଆହତ ହୋଇଥିବା ସୂଚନା।

wdw

କନକ ବ୍ୟୁରୋ: ପଳାସୁଣୀ ଛକରେ ସିରିଜ୍ ଦୁର୍ଘଟଣା । ଏକ ବସ୍‌କୁ ଟ୍ରକ୍ ଧକ୍କା ଦେବା ପରେ ବସ୍‌ଟି ଏକ ଅଟୋ ଓ ଏନଏଚଏଆଇର ପିକଅପ୍‌ ଭ୍ୟାନକୁ ଧକ୍କା ଦେଇଛି। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ, ଜଣେ ବୃଦ୍ଧ ଗୁରୁତର। ଅଟୋ ଚାଳକ ମଧ୍ୟ ଆହତ ହୋଇଥିବା ସୂଚନା। ଗୁରୁତର ବୃଦ୍ଧଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । ସେପଟେ ଦୁର୍ଘଟଣା ପାଇଁ ପଳାସୁଣୀ ଛକରେ ଟ୍ରାଫିକ୍ ଜାମ୍ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe