ଚାଷୀଙ୍କ ଚିନ୍ତା ବଢାଇଲ ତେଲେଙ୍ଗିରି ଡ଼୍ୟାମ୍ । ପାଣି ପାଇଁ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ଘେରିଲେ ୯ ପଞ୍ଚାୟତର ଚାଷୀ

Advertisment

ବୋରିଗୁମ୍ମା ବ୍ଳକର ୯ ଟି ପଚାଂୟତର ଚାଷୀ ବାରିଣିପୁଟ ସ୍ଥିତ ବିଭାଗୀୟ ଅଧିକାରୀଙ୍କ ଅଫିସକୁ ଘେରିବା ସହ ନାରା ବାଜି ଦେଇଛନ୍ତି। ୨ ଦିନ ଭିତରେ ସମାଧାନ ନହେଲେ ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ଚାଷୀ।  

ବୋରିଗୁମ୍ମା ବ୍ଳକର ୯ ଟି ପଚାଂୟତର ଚାଷୀ ବାରିଣିପୁଟ ସ୍ଥିତ ବିଭାଗୀୟ ଅଧିକାରୀଙ୍କ ଅଫିସକୁ ଘେରିବା ସହ ନାରା ବାଜି ଦେଇଛନ୍ତି। ୨ ଦିନ ଭିତରେ ସମାଧାନ ନହେଲେ ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ଚାଷୀ।  

gsdfgw45

କନକ ବ୍ୟୁରୋ : ଚାଷୀଙ୍କ ଚିନ୍ତା ବଢ଼ାଇଲା ତେଲେଙ୍ଗିରି ଡ଼୍ୟାମ। ପାଣି ପାଇଁ ସୁପରିଟେଣ୍ଡେଣ୍ଟଙ୍କ  ଅଫିସ ଘେରିଲେ ଶତାଧିକ ଚାଷୀ।  ରବି ଚାଷ ପାଇଁ ପାଣି ନ ଯୋଗାଇଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ। ଗତ ୪ ଦିନ ହେଲା ତେଲେଙ୍ଗିରି ଡ଼୍ୟାମରୁ ଅନବରତ ପାଣି ଲିକ୍ ହେବାରେ ଲାଗିଛି। ପ୍ରବଳ ବେଗରେ ଏବେ ପାଣି ବାହାରୁଥିବାରୁ ଅସନ୍ତୋଷ ବଢିଚାଲିଛି । ବୋରିଗୁମ୍ମା ବ୍ଳକର ୯ ଟି ପଚାଂୟତର ଚାଷୀ ବାରିଣିପୁଟ ସ୍ଥିତ ବିଭାଗୀୟ ଅଧିକାରୀଙ୍କ ଅଫିସକୁ ଘେରିବା ସହ ନାରା ବାଜି ଦେଇଛନ୍ତି। ୨ ଦିନ ଭିତରେ ସମାଧାନ ନହେଲେ ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ଚାଷୀ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe