କନକ ବ୍ୟୁରୋ : ଚାକିରି କରିଦେବା ଚାଲିଥିଲା ନାଁରେ ଠକେଇ। ଲୋକଙ୍କୁ ଚାକିରି କରିଦେବ କହି ଟଙ୍କା ଲୁଟୁଥିବା ଠକକୁ ଅଟକ ରଖି ଜେରା କରୁଛି ବାଲେଶ୍ବର ଟାଉନ ଥାନା ପୋଲିସ । ବାଲେଶ୍ଵର ଆଇଟିଆଇ ଛକ ନିକଟରେ ଡିପ୍ଲୋମା ଶିକ୍ଷା କେନ୍ଦ୍ର ଖୋଲିଛନ୍ତି କେନ୍ଦ୍ରାପଡ଼ାର ଶଶିକାନ୍ତ ଦାସ । ପିଲାଙ୍କୁ ଶତ ପ୍ରତିଶତ ଚାକିରି କରାଇଦେବେ ବୋଲି ସେ ଦାବି କରୁଛନ୍ତି । ଆଉ ଏଭଳି କହି ଲୋକଙ୍କଠୁ ଟଙ୍କା ଠକିଛନ୍ତି । ଏବେ ଟଙ୍କା ଦେଇଥିବା ଲୋକ ତାଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ଶଶିକାନ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।
ଚାକିରି କରିଦେବା ନାଁରେ ଠକେଇ ; ଡିପ୍ଲୋମା ଶିକ୍ଷା କେନ୍ଦ୍ର ଖୋଲି ଲୁଟୁଥିଲେ ଟଙ୍କା
ଚାକିରି କରିଦେବା ଚାଲିଥିଲା ନାଁରେ ଠକେଇ। ଲୋକଙ୍କୁ ଚାକିରି କରିଦେବ କହି ଟଙ୍କା ଲୁଟୁଥିବା ଠକକୁ ଅଟକ ରଖି ଜେରା କରୁଛି ବାଲେଶ୍ବର ଟାଉନ ଥାନା ପୋଲିସ । ବାଲେଶ୍ଵର ଆଇଟିଆଇ ଛକ ନିକଟରେ ଡିପ୍ଲୋମା ଶିକ୍ଷା କେନ୍ଦ୍ର ଖୋଲିଛନ୍ତି କେନ୍ଦ୍ରାପଡ଼ାର ଶଶିକାନ୍ତ ଦାସ ।