କନକ ବ୍ୟୁରୋ : ଯେଉଁ ପୁଅକୁ ନାନା କଷ୍ଟ ସହି ଜନ୍ମ କରିଥିଲା ମାଆ, କାନ୍ଧରେ ବସାଇ ମେଳା ବୁଲାଇଥିଲା ବାପା । ଆଜି ସେହି ପୁଅ ନିର୍ମମ ଭାବେ କରିଛି ବାପା, ମାଆଙ୍କୁ ହତ୍ୟା। ନିଶାସକ୍ତ ଅବସ୍ଥାରେ ଜନ୍ମକଲା ବାପା ମାଆଙ୍କୁ ହତ୍ୟା କରିଛି ଏହି ମଦ୍ୟପ ପୁଅ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଧନାପାଳ ଗାଁରେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଂଚି ତନାଘନା ଆରମ୍ଭ କରିଛି । ମୃତକ ହେଲେ ହାଡିବନ୍ଧୁ ସାହୁ ଓ ତାଙ୍କ ପତ୍ନୀ ଶାନ୍ତିଲତା ସାହୁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us