ଘରୋଇ କଳହର କରୁଣ ପରିଣତି : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ

ଘରୋଇ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ । ସ୍ତ୍ରୀକୁ ହାଣି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଏଭଳି ଘଟଣା ବୌଦ୍ଧ ପୁରୁଣାକଟକ ଥାନା ପଛପଟେ ଥିବା ବସ୍ତିରେ ଘଟିଛି

16

Photograph: (kanaknews)

 କନକବ୍ୟୁରୋ : ଘରୋଇ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ । ସ୍ତ୍ରୀକୁ ହାଣି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଏଭଳି ଘଟଣା ବୌଦ୍ଧ ପୁରୁଣାକଟକ ଥାନା ପଛପଟେ ଥିବା ବସ୍ତିରେ ଘଟିଛି। ମୃତ ସ୍ତ୍ରୀ ହେଲେ କୁନି ପ୍ରଧାନ। ପତ୍ନୀ ହନ୍ତା ସ୍ୱାମୀ ହେଲେ ସାର୍ଜନ ପ୍ରଧାନ। ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe