ବରଗଡ଼ରେ ତୁଟୁନି ମଣ୍ଡି ବିବାଦ, ଅତାବିରା ଧାନ ମଣ୍ଡିରେ ତାଲା ପକାଇ ପ୍ରତିବାଦ କଲେ ଚାଷୀ

ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି । ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ । ଫଳରେ ମଣ୍ଡିରେ ଧାନ ବସ୍ତା ରଖି ଚାଷୀଙ୍କୁ ବହୁ ହଟହଟା ହେବାକୁ ପଡୁଛି ।

asdae4

କନକ ବ୍ୟୁରୋ :  ଚାଷୀଙ୍କ ଅଭିନୟ ପ୍ରତିବାଦ । ମଣ୍ଡିରେ ତାଲା । ଧାନ ବସ୍ତା ରଖି ପ୍ରତିବାଦ । ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଲାଗି ରହିଛି । ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି । ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ । ଫଳରେ ମଣ୍ଡିରେ ଧାନ ବସ୍ତା ରଖି ଚାଷୀଙ୍କୁ ବହୁ ହଟହଟା ହେବାକୁ ପଡୁଛି । ଏହାର ପ୍ରତିବାଦରେ ଆଜି ଅତାବିରା ଚାଷୀମାନେ ମଣ୍ଡି ଆଗରେ ଧାନ ପକାଇବା ସହିତ ମଣ୍ଡିରେ ତାଲା ପକାଇ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe