ଦେବଜିତ୍ ସାଇକିଆ ହେଲେ ବିସିସିଆଇର ନୂଆ ସମ୍ପାଦକ ; ଆସାମର ପୂର୍ବତନ କ୍ରିକେଟର ଦେବଜିତ୍

ଦେବଜିତ ସାଇକିଆ ହେଲେ ବିସିସିଆଇ ସମ୍ପାଦକ । ଆସାମର କ୍ରିକେଟର ଦେବଜିତଙ୍କୁ ନିଯୁକ୍ତି ଦେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ  ଦେବଜିତଙ୍କୁ ଏହି ଦାୟିତ୍ବ ଦିଆଯାଇଛି। 

ଅଦ୍ୟତନ ହୋଇଛି
rrrrrr

କନକ  ବ୍ୟୁରୋ:  ଦେବଜିତ୍  ସାଇକିଆ ହେଲେ ବିସିସିଆଇ ନୂଆ ସମ୍ପାଦକ । ଆସାମର କ୍ରିକେଟର ଦେବଜିତଙ୍କୁ ନିଯୁକ୍ତି ଦେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ  ଦେବଜିତଙ୍କୁ ଏହି ଦାୟିତ୍ବ ଦିଆଯାଇଛି। 

ଦେବଜିତ୍ ସାଇକିଆ ଜଣେ ଓକିଲ, ପୂର୍ବତନ କ୍ରିକେଟର ଏବଂ କ୍ରିକେଟ ସମୀକ୍ଷକ ମଧ୍ୟ । ଦେବଜିତ୍ ସାଇକିଆ ବିସିସିଆଇର ସଚିବ (ଅନ୍ତରୀଣ) ଅଛନ୍ତି । ସେ ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଯୁଗ୍ମ ସଚିବ ପଦରେ କାର୍ୟ୍ୟ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe