କନକ ବ୍ୟୁରୋ: ଦେବଜିତ୍ ସାଇକିଆ ହେଲେ ବିସିସିଆଇ ନୂଆ ସମ୍ପାଦକ । ଆସାମର କ୍ରିକେଟର ଦେବଜିତଙ୍କୁ ନିଯୁକ୍ତି ଦେଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ଜୟ ଶାହ ଆଇସିସି ଅଧ୍ୟକ୍ଷ ହେବା ପରେ ଦେବଜିତଙ୍କୁ ଏହି ଦାୟିତ୍ବ ଦିଆଯାଇଛି।
ଦେବଜିତ୍ ସାଇକିଆ ଜଣେ ଓକିଲ, ପୂର୍ବତନ କ୍ରିକେଟର ଏବଂ କ୍ରିକେଟ ସମୀକ୍ଷକ ମଧ୍ୟ । ଦେବଜିତ୍ ସାଇକିଆ ବିସିସିଆଇର ସଚିବ (ଅନ୍ତରୀଣ) ଅଛନ୍ତି । ସେ ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଯୁଗ୍ମ ସଚିବ ପଦରେ କାର୍ୟ୍ୟ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)