କାର ଚଳାଇ ରିଲ୍ସ ଭିଡିଓ ସୁଟ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ:ଭାଇରାଲ ହେଲା ଭିଡିଓ

Advertisment

ରାସ୍ତାରେ କାର ଚଳାଇ ରିଲ୍ସ ଭିଡିଓ ସୁଟ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ, ପଛେ ପଛେ ସୁରକ୍ଷା ଦେଉଥିବା ରାଜ୍ୟ ପୁଲିସ ।

ରାସ୍ତାରେ କାର ଚଳାଇ ରିଲ୍ସ ଭିଡିଓ ସୁଟ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ, ପଛେ ପଛେ ସୁରକ୍ଷା ଦେଉଥିବା ରାଜ୍ୟ ପୁଲିସ ।

reels 1

କନକବ୍ୟୁରୋ: ରାସ୍ତାରେ କାର ଚଳାଇ ରିଲ୍ସ ଭିଡିଓ ସୁଟ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ, ପଛେ ପଛେ ସୁରକ୍ଷା ଦେଉଥିବା ରାଜ୍ୟ ପୁଲିସ ।  ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ପ୍ରେମଚନ୍ଦ ବେରୱାଙ୍କ ପୁଅ ନିଜ ସାଙ୍ଗ ମାନଙ୍କ ସହ ଏକ ଦାମୀ ଗାଡିରେ ରିଲ୍ସ କରିବା ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ବିରୋଧିଙ୍କ ଟାର୍ଗେଟରେ ରାଜସ୍ଥାନର ବିଜେପି ସରକାର । ମନ୍ତ୍ରୀଙ୍କ ପୁଅ ଗାଡି ଚଳାଇ ରିଲ୍ସ ବନାଉଥିବା ବେଳେ ରାଜ୍ୟ ପୁଲିସ ତାଙ୍କ ପଛେ ପଛେ ସୁରକ୍ଷା ଦେଇ ଯାଉଥିବା ଅଭିଯୋଗ ଲଗାଇଛନ୍ତି ବିରୋଧୀ। ଯାହାକୁ ନେଇ ବିବାଦ ଦେଖାଦେଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe