ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଣିମାଡ ଘଟଣା :ଅପରାଧ ଉପରେ ଲଗାଅ ଲଗାମ ଟ୍ୱିଟକରି କେନ୍ଦ୍ରକୁ ଆପ ନେତା ଦେଲେ ପରାର୍ମଶ

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପାଣିମାଡ଼ ଘଟଣାରେ ତେଜୁଛି ରାଜନୀତି । ଘଟଣାକୁ ନେଇ ବିଜେପି ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ ଓ ଆପ ନେତା । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍‌ କରି ଅମିତ ଶାହଙ୍କ ସେ ପ୍ରଶ୍ନ କରିଛନ୍ତି । ମତେ ରୋକିଲେ କଣ ହେବ ? ଦିଲ୍ଲୀରେ ଅପରାଧ ଉପରେ ଲଗାମ ଲଗାଅ ।

Updated On

ଅଦ୍ୟତନ ହୋଇଛି
que

କନକବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପାଣିମାଡ଼ ଘଟଣାରେ ତେଜୁଛି ରାଜନୀତି । ଘଟଣାକୁ ନେଇ ବିଜେପି ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ ଓ ଆପ ନେତା । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍‌ କରି ଅମିତ ଶାହଙ୍କ ସେ ପ୍ରଶ୍ନ କରିଛନ୍ତି । ମତେ ରୋକିଲେ କଣ ହେବ ? ଦିଲ୍ଲୀରେ ଅପରାଧ ଉପରେ ଲଗାମ ଲଗାଅ ।

ମତେ ରୋକିଲେ କଣ ଅପରାଧ କମ ହେବ ନା ମହିଳା ସୁରକ୍ଷିତ ହୋଇଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଅିତଶୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ, ସାଂସଦ ସଂଜୟ ସିଂହ ମଧ୍ୟ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ରାଜନୈତିକ ଆକ୍ରୋସ ରଖି ଏଭଳି କରାଯାଇଥିବା ଅଭିଯୋଗ କରିଛି ଆପ । ଶନିବାର ଦିଲ୍ଲୀ ଗ୍ରେଟର କୈଳାଶ ଅଞ୍ଚଳରେ ଲୋକଙ୍କ ନିକଟକୁ ଯାଇଥିବା ସମୟରେ କେଜ୍ରିୱାଲଙ୍କ ଉପରକୁ ପାଣିମାଡ଼ ହୋଇଥିଲା ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe