ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ହେବ କି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !

ରାଜଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଉଥିବା ବେଳେ ହଠାତ ସାକ୍ଷାତ କ'ଣ ସଂକେତ ଦେଉଛି ବୋଲି ଦ୍ୱନ୍ଦ୍ୱ ବଢାଉଛି । କଥା ଉଠୁଛି 

75

କନକ ବ୍ୟୁରୋ : ରାଜ୍ୟ ସରକାର ମନ୍ତ୍ରିମଣ୍ଡଳ  ସମ୍ପ୍ରସାରଣ ନେଇ ଚର୍ଚ୍ଚା ଚାଲିଥିବା ଭିତରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳଙ୍କୁ ହଠାତ ଭେଟିଛନ୍ତି । ରାଜଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଉଥିବା ବେଳେ ହଠାତ ସାକ୍ଷାତ କ'ଣ ସଂକେତ ଦେଉଛି ବୋଲି ଦ୍ୱନ୍ଦ୍ୱ ବଢାଉଛି । କଥା ଉଠୁଛି 

  • ରାଜ୍ୟରେ ବଢୁଥିବା ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଲେ କି ଅବଗତ ? 
  • ମନ୍ତ୍ରିମଣ୍ଡଳ  ସମ୍ପ୍ରସାରଣ ନେଇ ମାଗିଲେ କି ସମୟ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe