ଓଡ଼ିଶାରେ ଧରାପଡ଼ିଲେ ଛତିଶଗଡ଼ ମହିଳା ମାଓବାଦୀ: ଆନ୍ତି ମାଡବି ଓରଫ ଲାକେକୁ ଏମଭି ୭୯ କୁର୍ତ୍ତୀ ଜଙ୍ଗଲରୁ ଗିରଫ କଲା ମାଲକାନଗିରି ପୁଲିସ

Advertisment

ଓଡ଼ିଶାରେ ଧରା ପଡ଼ିଲେ ଛତିଶଗଡ ମହିଳା ମାଓବାଦୀ। ଆନ୍ତି ମାଡବି ଓରଫ ଲାକେକୁ ଗିରଫ କରିଛି ମାଲକାନଗିରି ପୁଲିସ। ଏମଭି ୭୯ ଥାନା କୁର୍ତ୍ତୀ ଜଙ୍ଗଲରୁ ଗିରଫ କରାଯାଇଛି।

ଓଡ଼ିଶାରେ ଧରା ପଡ଼ିଲେ ଛତିଶଗଡ ମହିଳା ମାଓବାଦୀ। ଆନ୍ତି ମାଡବି ଓରଫ ଲାକେକୁ ଗିରଫ କରିଛି ମାଲକାନଗିରି ପୁଲିସ। ଏମଭି ୭୯ ଥାନା କୁର୍ତ୍ତୀ ଜଙ୍ଗଲରୁ ଗିରଫ କରାଯାଇଛି।

wdwdwd

କନକ ବ୍ୟୁରୋ: ଓଡ଼ିଶାରେ ଧରା ପଡ଼ିଲେ ଛତିଶଗଡ ମହିଳା ମାଓବାଦୀ। ଆନ୍ତି ମାଡବି ଓରଫ ଲାକେକୁ ଗିରଫ କରିଛି ମାଲକାନଗିରି ପୁଲିସ। ଏମଭି ୭୯ ଥାନା କୁର୍ତ୍ତୀ ଜଙ୍ଗଲରୁ ଗିରଫ କରାଯାଇଛି। ମାଓନେତା ଉଦୟଙ୍କ ପ୍ରୋଟେକ୍ସନ ଟିମ୍ ସଦସ୍ୟା ଥିଲେ ଲାକେ। ତାଙ୍କ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ୧୧ଟି ଏନକାଉଣ୍ଟର ଘଟଣାରେ ଲକେଙ୍କ ସଂପୃକ୍ତି ଥିବା ପୁଲିସ ପାଖରେ ଅଭିଯୋଗ ରହିଛି। ମାଲକାନଗିରି ତୁଳସି ଓ ଦୁଲଦୁଲି ଅନକାଉଣ୍ଟରରେ ସାମିଲ ଥିଲେ ଲକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe