୬ଜିଲ୍ଲାରେ ପ୍ରବଳ ବର୍ଷିବ । ୨୮ରୁ ପାଗରେ ପରିବର୍ତ୍ତନ

Advertisment

ଆଜି ସକାଳୁ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଆଜି ଦିନସାରା ବର୍ଷା ଲାଗି ରହିବ । ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଆଶଙ୍କା ରହିଛି ।

ଆଜି ସକାଳୁ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଆଜି ଦିନସାରା ବର୍ଷା ଲାଗି ରହିବ । ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଆଶଙ୍କା ରହିଛି ।

Rain 1

କନକ ବ୍ୟୁରୋ : ଆଜି ସକାଳୁ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଆଜି ଦିନସାରା ବର୍ଷା ଲାଗି ରହିବ । ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଆଶଙ୍କା ରହିଛି । ତେବେ ୬ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । 

ଅଧିକ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳରେ ଅଧିକ ବର୍ଷିବା ନେଇ ପୂର୍ବନୁମାନ କରାଯାଇଛି । ଆସନ୍ତାକାଲି ଅପରାହ୍ନରେ ପାଗରେ ସୁଧାର ଆସିବ । ୨୮ତାରିଖରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀ ଶରତ ସାହୁ ସୂଚନା ଦେଇଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe