ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ: ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିଲା ଭୁବନେଶ୍ୱର

ଭୁବନେଶ୍ବର ବିମାନବନ୍ଦରରୁ ୮ କୋଟିର ଗଞ୍ଜେଇ ଜବତ କରିଛି ଡିଆରଆଇ । ତେବେ ଏଥିରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରାଯାଇଛି । ତେବେ ଏତେ ପରିମାଣର ଗଞ୍ଚେଇ ଥାଇଲାଣ୍ଡରୁ ଆସି କେଉଁଠିକୁ ଯାଇଥାଆନ୍ତା ତାର ଛାନଭିନ ଚାଲିଛି ।

8

Photograph: (KANAK NEWS)

କନକ ବ୍ୟୁରୋ: ପୁଣି ଜବତ ହେଲା ଗଞ୍ଜେଇ । ଭୁବନେଶ୍ବର ବିମାନବନ୍ଦରରୁ ଜବତ ହୋଇଛି ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ହେବ । ସମସ୍ତ ଗଞ୍ଜେଇ ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିଲା ବେଳେ ଜବତ ହୋଇଛି । ଭୁବନେଶ୍ବର ବିମାନବନ୍ଦରରୁ ୮ କୋଟିର ଗଞ୍ଜେଇ ଜବତ କରିଛି ଡିଆରଆଇ । ତେବେ ଏଥିରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରାଯାଇଛି । ତେବେ ଏତେ ପରିମାଣର ଗଞ୍ଚେଇ ଥାଇଲାଣ୍ଡରୁ ଆସି କେଉଁଠିକୁ ଯାଇଥାଆନ୍ତା ତାର ଛାନଭିନ ଚାଲିଛି । କିଏ ଏହି ଗଞ୍ଜେଇ ଚାଲାଣର ମାଷ୍ଟର ମାଇଣ୍ଡ ତାର ଖୋଳତାଡ଼ ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe