'ୱାକଫ୍‌ ସଂଶୋଧନ ବିଲ୍‌କୁ ସମର୍ଥନ କରି ଭୁଲ କରିଛନ୍ତି ସସ୍ମିତ'

Advertisment

ଦଳର ସଭାପତି ୱାକଫ୍‌ ବିଲ୍‌ ବିରୋଧରେ ମତ ଦେବା ପାଇଁ କହିଥିଲେ । କେଉଁ ପରିସ୍ଥିତିରେ ସସ୍ମିତ ନିଷ୍ପତ୍ତି ପରିବର୍ତ୍ତନ କଲେ, ତାହା ଆମକୁ ବିସ୍ମିତ କରିଛି ।

ଦଳର ସଭାପତି ୱାକଫ୍‌ ବିଲ୍‌ ବିରୋଧରେ ମତ ଦେବା ପାଇଁ କହିଥିଲେ । କେଉଁ ପରିସ୍ଥିତିରେ ସସ୍ମିତ ନିଷ୍ପତ୍ତି ପରିବର୍ତ୍ତନ କଲେ, ତାହା ଆମକୁ ବିସ୍ମିତ କରିଛି ।

Ganeswar Behera's Serious Allegations

Photograph: (KANAK NEWS)

କନକ ବ୍ୟୁରୋ : ୱାକଫ୍‌ ବୋର୍ଡ ସଂଶୋଧନ ବିଲ୍‌କୁ ସମର୍ଥନ ପ୍ରସଙ୍ଗରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ବଡ଼ ବୟାନ । ସେ କହିଛନ୍ତି, ୱାକଫ୍‌ ସଂଶୋଧନ ବିଲ୍‌କୁ ସମର୍ଥନ କରି ଭୁଲ କରିଛନ୍ତି ସସ୍ମିତ । ଦଳୀୟ ନିଷ୍ପତ୍ତିର ଅବମାନନା କରିଛନ୍ତି ସସ୍ମିତ । ଦଳର ସଭାପତି ୱାକଫ୍‌ ବିଲ୍‌ ବିରୋଧରେ ମତ ଦେବା ପାଇଁ କହିଥିଲେ । କେଉଁ ପରିସ୍ଥିତିରେ ସସ୍ମିତ ନିଷ୍ପତ୍ତି ପରିବର୍ତ୍ତନ କଲେ, ତାହା ଆମକୁ ବିସ୍ମିତ କରିଛି ।

ୱାକଫ୍ ବିଲକୁ ନେଇ ବିଜେଡିର ବିବେକ ଫାଳ ଫାଳ । ନବୀନଙ୍କ ନିର୍ଦ୍ଦେଶକୁ ଫୁ’  କରି ଉଡ଼ାଇ ଦେଇଛନ୍ତି ଦଳର କିଛି ସାଂସଦ । ୨ ଦିନ ପୂର୍ବରୁ ହୋଇଥିବା ନିଷ୍ପତ୍ତି ହଠାତ୍ କେମିତି ବଦଳିଗଲା ? ନିଷ୍ପତ୍ତି ପରିବର୍ତ୍ତନ ପଛରେ ନବୀନ ନା ଆଉ କିଏ ? ତାହାକୁ ନେଇ ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe