ଉଠାଦୋକାନୀଙ୍କ ଉପରକୁ ଚଢିଗଲା ବୋଲେରୋ । ଦୁର୍ଘଟଣାରେ ୨ ଆହତ ।

Advertisment

ଉଠାଦୋକାନୀଙ୍କ ଉପରକୁ  ଚଢିଗଲା ବୋଲେରୋ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚ

Updated On

ଉଠାଦୋକାନୀଙ୍କ ଉପରକୁ  ଚଢିଗଲା ବୋଲେରୋ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚ

ଅଦ୍ୟତନ ହୋଇଛି
ACCIDENT

Photograph: (kanaknews)

କନକ ବ୍ୟୁରୋ  : ପାରାଦିପ ଲାଇଟ୍‌ ହାଉସ୍‌ ନିକଟରେ ଦୁର୍ଘଟଣା । ଉଠାଦୋକାନୀଙ୍କ ଉପରକୁ  ଚଢିଗଲା ବୋଲେରୋ । ଫୁଟପାଥରେ ଥିବା ଉଠା ଦୋକାନୀଙ୍କ ଉପରକୁ ଚଢିଗଲା ବୋଲେରୋ । ଦୁର୍ଘଟଣାରେ ୨ ଆହତ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୋଲେରୋ ଡ୍ରାଇଭରଜଟାଧର ସାମୁଦ୍ରିକ ଥାନାରେ  ଅଟକ ଥିବା ସୂଚନା ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe