କଟକ ଦେଓଝର ଜଳପ୍ରପାତ ବୁଲିବାକୁ ଆସି ବୁଡିଗଲେ ଭୁବନେଶ୍ୱର ବାଙ୍କୁଆଳର ଆୟୁଷ: କାଲି ସେଲଫି ନେବା ବେଳେ ବୁଡ଼ିଯାଇଥିଲେ, ଏଯାଏଁ ମିଳୁନି ପତ୍ତା

Advertisment

ବୁଲିବାକୁ ଯାଇଥିଲେ, ବୁଡ଼ିଗଲେ। କଟକ ଜିଲ୍ଲା ନରସିଂହପୁର ବ୍ଲକରେ ଥିବା ଦେଓଝର ଜଳପ୍ରପାତ ବୁଲିବାକୁ ପରିବାର ସହ ଯାଇଥିଲେ ଭୁବନେଶ୍ବରର ଗୌତମ ସ୍ବାଇଁଙ୍କ ପରିବାର। ଗତକାଲି ଭୁବନେଶ୍ୱର ବାଙ୍କୁଆଳରୁ ଦେଓଧର ଜଳପ୍ରପାତକୁ ଯାଇଥିଲେ।

ବୁଲିବାକୁ ଯାଇଥିଲେ, ବୁଡ଼ିଗଲେ। କଟକ ଜିଲ୍ଲା ନରସିଂହପୁର ବ୍ଲକରେ ଥିବା ଦେଓଝର ଜଳପ୍ରପାତ ବୁଲିବାକୁ ପରିବାର ସହ ଯାଇଥିଲେ ଭୁବନେଶ୍ବରର ଗୌତମ ସ୍ବାଇଁଙ୍କ ପରିବାର। ଗତକାଲି ଭୁବନେଶ୍ୱର ବାଙ୍କୁଆଳରୁ ଦେଓଧର ଜଳପ୍ରପାତକୁ ଯାଇଥିଲେ।

ede

କନକ ବ୍ୟୁରୋ: ବୁଲିବାକୁ ଯାଇଥିଲେ, ବୁଡ଼ିଗଲେ। କଟକ ଜିଲ୍ଲା ନରସିଂହପୁର ବ୍ଲକରେ ଥିବା ଦେଓଝର ଜଳପ୍ରପାତ ବୁଲିବାକୁ ପରିବାର ସହ ଯାଇଥିଲେ ଭୁବନେଶ୍ବରର ଗୌତମ ସ୍ବାଇଁଙ୍କ ପରିବାର। ଗତକାଲି ଭୁବନେଶ୍ୱର ବାଙ୍କୁଆଳରୁ ଦେଓଧର ଜଳପ୍ରପାତକୁ ଯାଇଥିଲେ। ତେବେ ଗୌତମ ସ୍ବାଇଁଙ୍କ ପୁଅ ୧୫ ବର୍ଷୀୟ ଆୟୁଷ ସ୍ବାଇଁ ଫଟୋ ଉଠାଇ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ। କାଲିଠୁ ଏପର୍ୟ୍ୟନ୍ତ ଆୟୁଷଙ୍କ ପତ୍ତା ମିଳୁନି। ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜା ଖୋଜି କରୁଥିଲେ ମଧ୍ୟ କାଲିଠାରୁ ଏପର୍ୟ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe