ବାରିପଦା ମୁଖ୍ୟ ବଜାରରେ ସାଂଘାତିକ ଘଟଣା, ପାରିବାରିକ କଳହରୁ ସ୍ତ୍ରୀକୁ ଛୁରି ଭୁସିଲା ସ୍ୱାମୀ

ବାରିପଦା ସହରର ମୁଖ୍ୟ ମାର୍କେଟର ଏମକେସି ହାଇସ୍କୁଲ ନିକଟରେ ଏହି ଘଟଣା ଘଟିଛି। ଗୁରୁତର ପତ୍ନୀ ଜଣକ ହେଉଛନ୍ତି କବିତା ଦିଗାର। ସ୍ତ୍ରୀ କବିତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଦ୍ୟତନ ହୋଇଛି
sdfsdsfds

କନକ ବ୍ୟୁରୋ : ବିଚ୍ ବଜାରରେ ସ୍ତ୍ରୀକୁ ଛୁରି ଭୁସିଲା ସଇତାନ ସ୍ୱାମୀ । ବାରିପଦା ସହରର ମୁଖ୍ୟ ମାର୍କେଟର ଏମକେସି ହାଇସ୍କୁଲ ନିକଟରେ ଏହି ଘଟଣା ଘଟିଛି। ଗୁରୁତର ପତ୍ନୀ ଜଣକ ହେଉଛନ୍ତି କବିତା ଦିଗାର। ସ୍ତ୍ରୀ କବିତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ବାମୀ ରବୀନ୍ଦ୍ର ଦିଗାରକୁ ବାରିପଦା ଟାଉନ୍‌ ପୁଲିସ  ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ରବିନ୍ଦ୍ର ସ୍ତ୍ରୀ କବିତାଙ୍କୁ ଛୁରା ମାରିଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe