ଆଜି ହୋଇପାରେ ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନ ରେକର୍ଡ : ପୁରୀ ଡିଏସପି, ବଳଙ୍ଗା ଥାନା ଅଧିକାରୀ କରିବେ ଆଲୋଚନା

ବଳଙ୍ଗା ନାବାଳିକା ପୋଡି ଘଟଣା ।  ଆଜି ଦିଲ୍ଲୀ ଏମ୍ସରେ ହେବ ପୀଡ଼ିତାଙ୍କ ଶେଷ ଥର ପାଇଁ ବୟାନ ରେକର୍ଡ  ।   ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ଶେଷଥର ପାଇଁ ବୟାନ ରେକର୍ଡ କରିବେ  । 

17

Photograph: (KANAKNEWS)

କନକବ୍ୟୁରୋ : ବଳଙ୍ଗା ନାବାଳିକା ପୋଡି ଘଟଣା ।  ଆଜି ଦିଲ୍ଲୀ ଏମ୍ସରେ ହେବ ପୀଡ଼ିତାଙ୍କ ଶେଷ ଥର ପାଇଁ ବୟାନ ରେକର୍ଡ  ।   ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ଶେଷଥର ପାଇଁ ବୟାନ ରେକର୍ଡ କରିବେ  ।   ଗତକାଲି ଦିଲ୍ଲୀ ଏମ୍ସ ରେ ୩୦ ମିନିଟ ରୁ ଅଧିକ ସମୟ ଧରି ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି  ।   ଏହାର ସମ୍ପୂର୍ଣ ଭିଡିଓ ରେକର୍ଡ କରାଯାଇଛି ।  

ଗତକାଲି ତୃତୀୟ ଥର ବୟାନ ରେକର୍ଡ କରାଯାଇଥିଲା । ତିନିଥର ସମାନ କଥା ନିଜ ବୟାନରେ କହିଛନ୍ତି ପୀଡ଼ିତା । ସେପଟେ ଗତକାଲି ପୀଡ଼ିତାଙ୍କ ତୃତୀୟ ଥର ଅସ୍ତ୍ର ପ୍ରଚାର ହୋଇସାରିଛି । ସେପଟେ, ପୀଡିତାଙ୍କ ଘର ସାମ୍ନା ରେ ରାତି ତମାମ ଜଗି ରହିଥିଲେ ସୁରକ୍ଷା କର୍ମୀ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe