ବଳଙ୍ଗା ନାବାଳିକା ପୋଡ଼ି ମାମଲା : ପୀଡିତାଙ୍କ ୪ ଜଣ ସାଙ୍ଗଙ୍କର ବୟାନ ରେକର୍ଡ

ବଳଙ୍ଗା ନାବାଳିକା ପୋଡି ଘଟଣାରେ ବୟାନ ରେକର୍ଡ   ।  ପୀଡ଼ିତାଙ୍କ ୪ ଜଣ ସାଙ୍ଗଙ୍କର ବୟାନ ରେକର୍ଡ କରାଯାଇଛି ।  ନିମାପଡ଼ା କୋର୍ଟରେ ନାବାଳିକାଙ୍କ ୪ ସାଙ୍ଗଙ୍କୁ ହାଜର କରାଯିବା ପରେ କୋର୍ଟ ସେମାନଙ୍କ ବୟାନ ଶୁଣିଛନ୍ତି  । 

20

Photograph: (KANAKNEWS)

କନକବ୍ୟୁରୋ : ବଳଙ୍ଗା ନାବାଳିକା ପୋଡି ଘଟଣାରେ ବୟାନ ରେକର୍ଡ   ।  ପୀଡ଼ିତାଙ୍କ ୪ ଜଣ ସାଙ୍ଗଙ୍କର ବୟାନ ରେକର୍ଡ କରାଯାଇଛି ।  ନିମାପଡ଼ା କୋର୍ଟରେ ନାବାଳିକାଙ୍କ ୪ ସାଙ୍ଗଙ୍କୁ ହାଜର କରାଯିବା ପରେ କୋର୍ଟ ସେମାନଙ୍କ ବୟାନ ଶୁଣିଛନ୍ତି  ।  ଏହି ମାମଲାକୁ ୮ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ହେଲେ ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ଆଜି ସୁଦ୍ଧା ୭୦ରୁ ଅଧିକ ଜଣଙ୍କୁ ସ୍ପେଶାଲ ଟିମ୍ ଓ କ୍ରାଇମବ୍ରାଞ୍ଚ ଅଧିକାରୀ ପଚରାଉଚରା କରିସାରିଲେଣି । ଦିଲ୍ଲୀ ଏମ୍‌ସ ଯାଇ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ହେଲେ ପୋଲିସ ହାତ ଖାଲି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe