ବିଳମ୍ବିତ ରାତିରେ ମନ୍ଦିର ଭିତରେ ବାଣ ବିସ୍ପୋରଣ :ଶତାଧିକ ଆହତ,୮ ଗୁରୁତର

Advertisment

ମନ୍ଦିର ଭିତରେ ବାଣ ବିସ୍ଫୋରଣ। ୧୫୦ରୁ ଅଧିକ ଲୋକେ ଆହତ, ୮ ଗୁରୁତର। କେରଳର ଏକ ମନ୍ଦିର ଉତ୍ସବ କାର୍ଯ୍ୟକ୍ରମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି।

ମନ୍ଦିର ଭିତରେ ବାଣ ବିସ୍ଫୋରଣ। ୧୫୦ରୁ ଅଧିକ ଲୋକେ ଆହତ, ୮ ଗୁରୁତର। କେରଳର ଏକ ମନ୍ଦିର ଉତ୍ସବ କାର୍ଯ୍ୟକ୍ରମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି।

mandira 0

କନକବ୍ୟୁରୋ :  ମନ୍ଦିର ଭିତରେ ବାଣ ବିସ୍ଫୋରଣ। ୧୫୦ରୁ ଅଧିକ ଲୋକେ ଆହତ, ୮ ଗୁରୁତର । କେରଳର ଏକ ମନ୍ଦିର ଉତ୍ସବ କାର୍ଯ୍ୟକ୍ରମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ୮ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ବ୍ରାସ ରଖାଯାଇଥିବା ସ୍ଥାନରେ ନିଆଁ ଲାଗିବାକୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଉତ୍ସବ ଦେଖିବାକୁ ଆସିଥିବାରୁ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା  । ବହୁ ମହିଳା ଓ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ହାଇଦ୍ରାବାଦରେ ଏକ ବାଣ ଦୋକନାରେ ନିଆଁ ଲାଗିଲେ ଅନେକ ଲୋକ ଆହତ ହୋଇଥିଲା ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe