'ମୋତେ ଅର୍ଚ୍ଚନା ନାଗ ଫସାଇଛନ୍ତି': ଜେଲ ଯିବାବେଳେ ବଡ଼ ଖୁଲାସା କଲେ ଅମରେଶ ଜେନା

ଜେଲ ଯିବା ସମୟରେ ଅମରେଶ ଜେନା ଏକ ବଡ଼ ଖୁଲାସା କରିଛନ୍ତି । ଗଣମାଧ୍ୟମକୁ ମୁହଁ ଖୋଲି ସେ କହିଛନ୍ତି ଅର୍ଚ୍ଚନା ନାଗ ହିଁ ସବୁ କହିପାରିବେ । ଅର୍ଚ୍ଚନା ନାଗ ମୋତେ ଫସାଇଛନ୍ତି । 

29

Photograph: (KANAK NEWS)

କନକ ବ୍ୟୁରୋ: ଝାରପଡ଼ା ଜେଲ ଗଲେ ଅମରେଶ ଜେନା । ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ । ଯୁବତୀଙ୍କ ଅଭିଯୋଗ ଆଧାରରେ ହୋଇଥିଲେ ଗିରଫ । ବାଲେଶ୍ୱର ନୀଳଗିରିରୁ ଗିରଫ କରିଥିଲା ପୁଲିସ । ତେବେ ଜେଲ ଯିବା ସମୟରେ ଅମରେଶ ଜେନା ଏକ ବଡ଼ ଖୁଲାସା କରିଛନ୍ତି । ଗଣମାଧ୍ୟମକୁ ମୁହଁ ଖୋଲି ସେ କହିଛନ୍ତି ଅର୍ଚ୍ଚନା ନାଗ ହିଁ ସବୁ କହିପାରିବେ । ଅର୍ଚ୍ଚନା ନାଗ ମୋତେ ଫସାଇଛନ୍ତି । 

ତେବେ ଅମରେଶ ଜେନା ଗିରଫ ନେଇ ତାଙ୍କ ପତ୍ନୀ ବି ମୁହଁ ଖୋଲିଛନ୍ତି । କହିଛନ୍ତି ଗିରଫ ନୁହେଁ ଆତ୍ମସମର୍ପଣ କରିଛନ୍ତି ମୋ ସ୍ୱାମୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe