ପୁଣି ବିଦେଶରେ ଭାରତୀୟଙ୍କୁ ହତ୍ୟା,  ହରିୟାଣା ଯୁବକଙ୍କୁ ଆମେରିକାର କାଲିଫର୍ଣ୍ଣିଆରେ ଗୁଳିମାଡ଼

Advertisment

ଡଙ୍କିରୁଟରେ ଯାଇ, ୪୫ ଲକ୍ଷ ଟଙ୍କା ଦେଇ କରୁଥିଊେ ସୁରକ୍ଷାକର୍ମୀ ଚାକିରି

ଡଙ୍କିରୁଟରେ ଯାଇ, ୪୫ ଲକ୍ଷ ଟଙ୍କା ଦେଇ କରୁଥିଊେ ସୁରକ୍ଷାକର୍ମୀ ଚାକିରି

ଆମେରିକାରେ ଭାରତୀୟ ଅସୁରକ୍ଷିତ

ଆମେରିକାରେ ଭାରତୀୟ ଅସୁରକ୍ଷିତ Photograph: (KanakNews)

କନକ ବ୍ୟୁରୋ: ପୁଣି ବିଦେଶରେ ଭାରତୀୟଙ୍କୁ ହତ୍ୟା । କାଲିଫଣ୍ଣିଆରେ ୨୬ବର୍ଷ ବୟସର ହରିୟାଣା ଯୁବକଙ୍କୁ ଗୁଳିମାଡ଼ କରି ହତ୍ୟା । ମୃତକଙ୍କ ନାଁ କପିଲ ଓ ସେ ଡଙ୍କି ରୁଟ ଦେଇ କାଲିଫଣ୍ଣି୍ଆ ଯାଇଥିଲେ । ସେଠାରେ ସୁରକ୍ଷାକର୍ମୀଭାବେ କାମ କରୁଥିଲେ । 

ତେବେ ଘଟଣା ଦିନ କାର୍ଯ୍ୟାଳୟ ନୀକଟରେ ଜଣେ ବ୍ୟକ୍ତି ପରିଶ୍ରା କରୁଥିବା ସମୟରେ ତାଙ୍କୁ ରୋକିଥିଲେ କପିଲ । ଯେଉଁଥିରେ ଉତ୍ୟକ୍ତ ହୋଇ ବ୍ୟକ୍ତିଜଣକ ଗୁଳିମାଡ କରି ହତ୍ୟା କରିବା ସହ ଘଟଣାସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe